Odisha News
.
Browsing Tag

google

Googleର ବଡ଼ ଘୋଷଣା, ପିକ୍ସେଲରେ ଭୁଲ୍‌ ବାହାର କରିଥିବା ଲୋକଙ୍କୁ ମିଳିବ ୧୦.୭୬ କୋଟି ଟଙ୍କା ପୁରସ୍କାର!

ଲିଜେଣ୍ଡାରୀ ସର୍ଚ୍ଚ ଇଞ୍ଜିନ୍‌ କମ୍ପାନୀ ‘ଗୁଗଲ’ ନିଜ ୟୁଜର୍ସଙ୍କ ପାଇଁ ‘ବଗ୍‌ ବାଉଣ୍ଟି’ ନାମରେ ଏକ ପ୍ରୋଗ୍ରାମ ଆଣିଛି। ଏଥିରେ କମ୍ପାନୀ ଗୁଗଲ ପିକ୍ସଲ ସିରିଜ୍‌ର ସ୍ମାର୍ଟଫୋନ୍‌ରେ ଭୁଲ୍‌ ବାହାର କରିଥିବା ଲୋକଙ୍କୁ ୧.୫ ମିଲିୟନ୍‌ ଡଲାର ଅର୍ଥାତ୍‌ ୧୦ କୋଟି ୭୬ ଲକ୍ଷ ଟଙ୍କା ପୁରସ୍କାର…

ଗୁଗଲର ନୂଆ ଫିଚର, ଏବେ ଗୁଗଲ କହିବ କିପରି କରିବେ ଶବ୍ଦର ଠିକ ଉଚ୍ଚାରଣ

ଗୁଗଲ ସର୍ଚ୍ଚ ପାଇଁ ଏକ ନୂଆ ଫିଚର ଜାରି କରିଛି ଗୁଗଲ। ଯାହାଦ୍ୱାରା ଲୋକମାନେ ବର୍ତ୍ତମାନ ଏହା ଜାଣିପାରିବେ ଯେ ସେ ଉଚ୍ଚାରଣ କରୁଥିବା ଶବ୍ଦ ଠିକ କି ଭୁଲ । ବର୍ତ୍ତମାନ ପର୍ଯ୍ୟନ୍ତ ଆପଣ ଯେକୌଣସି ଶବ୍ଦର ଠିକ ଉଚ୍ଚାରଣ କେବଳ ଶୁଣିପାରୁଥିଲେ କିନ୍ତୁ ଏହି ଫିଚର ଆସିବା ପରେ ଆପଣ ଠିକ ଉଚ୍ଚାରଣ…

ଆଣ୍ଡ୍ରଏଡ୍‌ ୟୁଜରଙ୍କ ପାଇଁ ଖୁସି ଖବର, ମାଲଓ୍ଵୟାର ବିରୁଦ୍ଧରେ Google ନେଉଛି ବଡ ପଦକ୍ଷେପ

ଆପଣ ଆଣ୍ଡ୍ରଏଡ୍‌ ସ୍ମାର୍ଟଫୋନ ବ୍ୟବହାର କରୁଥିଲେ ବହୁତ ଥର ନୋଟିସ କରିଥିବେ ଆପଣଙ୍କ ଡିଭାଇସ ଅନେକ ଥର ମାଲ୍ଟଓ୍ଵୟାର ଆଟାକର ଶିକାର ହୋଇଥିବ। ପ୍ରାୟ ଏମିତି ଖବର ଆସେ ଯେ ଗୁଗଲ ପ୍ଲେ ଷ୍ଟୋରରେ ଏମିତି କିଛି ଆପ୍‌ ଅଛି ଯାହା ଆପଣଙ୍କ ବ୍ୟକ୍ତିଗତ ତଥ୍ୟକୁ ଚୋରୀ କରୁଛି। ଏଥିରେ ମାଲଓ୍ଵୟାର,…

Google ଲଞ୍ଚ କଲା Wireless Pixel Buds, ମାତ୍ର କିଛି ମୂହୁର୍ତ୍ତରେ ଅନେକ ଭାଷାରେ କରିପାରିବ ଅନୁବାଦ

ଗୁଗଲ ପକ୍ଷରୁ ଗୁଗ୍‌ଲ ପିକ୍ସେଲ ୪ ଏବଂ ପିକ୍ସେଲ ୪ XL ଆରମ୍ଭ କରିଛି। ଏହି ଇଭେଣ୍ଟରେ ଗୁଗଲ ପିକ୍ସେଲ ବଡ୍‌ସ ମଧ୍ୟ ଲଞ୍ଚ କରିଛି। ଗୁଗ୍‌ଲର ଏହି ୱେୟାରଲେସ ବଡସର ସ୍ୱତନ୍ତ୍ରତା ଏହା ରହିଛି କି, ଏହା ରିଅଲ ଟାଇମରେ ଅନେକ ଭାଷାରେ ମଧ୍ୟ ଅନୁବାଦ କରିପାରିବ। କିନ୍ତୁ ଏହା ବଜାରକୁ ୨୦୨୦ରେ ଆସିବ।…

ପ୍ଲେ ଷ୍ଟୋରରୁ ୨୯ଟି ଆପ୍‌ସକୁ ହଟାଇଲା ଗୁଗଲ, କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ : ପାଖାପାଖି ଗୁଗଲ ପ୍ଲେ ଷ୍ଟୋରରୁ ୨୯ଟି ଆପ୍‌ସ ହଟାଇ ଦିଆଯାଇଛି । ଭାଇରସ୍‌ ଥିବାରୁ ଏହାକୁ ଗୁଗଲ ହଟାଇଥିବା ବେଳେ ଏକ କୋଟିରୁ ଅଧିକ ଥର ତାହାକୁ ଡାଉନ୍‌ଲୋଡ୍‌ କରାଯାଇଥିଲା ବୋଲି ଜଣାପଡ଼ିଛି । ଗୁରୁବାର କ୍ୱିକ୍‌ହିଲ୍‌ ସିକ୍ୟୁରିଟି ଲ୍ୟାବ୍ସ ପକ୍ଷରୁ ଭାଇରସ୍‌ ଥିବା ନେଇ ଏକ…

ହାପି ବାର୍ଥ ଡେ ‘ଗୁଗଲ’, ନିଜର ୨୧ତମ ଜନ୍ମଦିନରେ ଡୁଡଲ ବନାଇ ନିଜକୁ ଜଣାଇଛି ଶୁଭକାମନା

ଗୁଗଲ ଆଜି ତାର ୨୧ତମ ଜନ୍ମଦିନ ପାଳନ କରୁଛି। ଗୁଗଲ ଡୁଡଲ ବନାଇ ନିଜକୁ ଶୁଭକାମନା ଜଣାଇଛି। ଗୁଗଲ ସର୍ଚ୍ଚ ଇଞ୍ଜିନର ସ୍ଥାପନା ସେପ୍ଟେମ୍ବର ୧୯୯୮ରେ ହୋଇଥିଲା। ଦୁଇ ପିଏଚଡି ଛାତ୍ର ଲ୍ୟାରୀ ପେଜ ଏବଂ ସର୍ଜି ବ୍ରେନ କାଲିଫର୍ଣ୍ଣିୟାର ସ୍ଟେନଫୋର୍ଡ ବିଶ୍ୱବିଦ୍ୟାଳୟର ନିଜର ଛାତ୍ରାବାସାରେ ଏହାକୁ…

ଜାଣନ୍ତୁ କିଏ ସେ ଯୁଙ୍କୋ ତାବେଇ, ଯାହାଙ୍କ ସ୍ମୃତିରେ ଗୁଗଲ କଲା ଡୁଡ଼ଲ

ଆଜି ଯୁଙ୍କୋ ତାବେଇଙ୍କ ଜନ୍ମଦିନ । ତାଙ୍କରି ସ୍ମୃତି ରେ ଗୁଗୁଲ ଆଜି ଡୁଡଲ କରି ତାଙ୍କୁ ସମ୍ମାନ ଜଣାଇଛି । ସେ ହେଉଛନ୍ତି ପ୍ରଥମ ମହିଳା ଯିଏକି ପୃଥିବୀର ସର୍ବୋଚ୍ଚ ଗିରୀଶୃଙ୍ଗ ମାଉଣ୍ଟ ଏଭେରେଷ୍ଟ ଚଢ଼ିଥିଲେ। ତାଙ୍କର ପର୍ବତାରୋହଣ ଯାତ୍ରା ଥିଲା ଅନନ୍ୟ । ଏହା ସହ ସେ ପୃଥିବୀର ଭିନ୍ନ ଭିନ୍ନ…

ଗୁଗଲରେ କେବେବି ସର୍ଚ୍ଚ କରନ୍ତୁ ନାହିଁ ଏହିସବୁ ତଥ୍ୟ ନଚେତ ଆପଣଙ୍କୁ ପଡିପାରେ ମହଙ୍ଗା

ଦିନେ ଏପରି ଏକ ସମୟ ଥିଲା ଯେତେବେଳେ ଗୋଟିଏ ପ୍ରଶ୍ନର ଉତ୍ତର ପାଇବା ପାଇଁ ବୁଦ୍ଧିଜୀବୀ ମାନେ ଅନେକ ବହି ଓ ପୋଥି ପଢିବାକୁ ପଡୁଥିଲା । ଅନେକ ବହି ଓ ପୋଥି ପଢିବା ପରେ ସେମାନେ ଗୋଟିଏ ପ୍ରଶ୍ନର ଉତ୍ତର ସରଳ ଭାବେ ବୁଝିପାରୁଥିଲେ, କିନ୍ତୁ ଆଜିକା ଦିନରେ ଆଉ ଏପରି ହେଉନାହିଁ । ବର୍ତ୍ତମାନ…

୨୨ ବର୍ଷ ତଳୁ ହଜି ଯାଇଥିବା ବ୍ୟକ୍ତିଙ୍କୁ ଖୋଜି ବାହାର କଲା ଗୁଗଲ

ଆମେରିକାରେ ଜଣେ ବ୍ୟକ୍ତି ଗୁଗଲ ସାହାଯ୍ୟରେ ନିଜ ଅଂଚଳର ୨୨ ବର୍ଷରୁ ହଜିଯାଇଥିବା ଜଣେ ବ୍ୟକ୍ତିଙ୍କୁ ଖୋଜି ବାହାର କରିଛନ୍ତି । ସେ ପ୍ରଥମେ ପୋଲିସକୁ ଏହି ବିଷୟରେ ସୂଚନା ଦେଇଥିଲେ ଏବଂ ତାଙ୍କ ପଡ଼ୋଶୀରେ ଥିବା ଏକ ପୋଖରୀ ମଧ୍ୟରୁ ଜଣେ ବ୍ୟକ୍ତିଙ୍କ କଙ୍କାଳ ଉଦ୍ଧାର କରାଯାଇଛି ଯିଏକି ୨୨ ବର୍ଷ…

ଗୁଗଲ ଉପରେ ଲାଗିଲା ୧୨.୨୪ଲକ୍ଷ କୋଟି ଜରିମନା! ଜାଣନ୍ତୁ ଏହାର କାରଣ

ବିଶ୍ୱର ସବୁଠାରୁ ବଡ ଟେକ୍‌ କମ୍ପାନୀ ଗୁଗଲ ଉପରେ ଆମେରିକାର ଫେଡେରାଲ କମିଶନ ୧୨.୨୪ଲକ୍ଷ କୋଟି ଟଙ୍କା ଜରିମନା ଲଗାଇଛନ୍ତି। କମ୍ପାନୀ ଉପରେ ଅଭିଯୋଗ ହୋଇଛି କି, ଏହାର ସହଯୋଗୀ ଏବଂ ଭିଡିଓ ସେୟାରିଙ୍ଗ କମ୍ପାନୀ ୟୁଟ୍ୟୁବ୍‌ ବେଆଇନ୍‌ ଭାବେ ଛୁଆମାନଙ୍କର ଡାଟା ଏକାଠି କରିଥିଲା। ଏହାସହିତ ଆଗକୁ…

ଗୁଗଲ ଉପରେ ଲାଗିଲା ୧୪୨୦ କୋଟି ଟଙ୍କାର ଜୋରିମାନା, ଜାଣନ୍ତୁ କାରଣ

ଟେକ୍ନୋଲୋଜିର ଗନ୍ତାଘର ଗୁଗଲ ଉପରେ ୧୪୨୦ କୋଟି ଟଙ୍କାର ଜୋରିମାନା ଲଗାଯାଇଛି । 'ୟୁଟ୍ୟୁବରେ ଚିଲଡ୍ରେନ ପ୍ରାଇଭେସି ଲ' ର ଉଲଂଘନ କାରଣରୁ ଗୁଗଲ ଉପରେ ଏହି ଜୋରିମାନା ଲଗାଯାଇଛି ତେଣୁ ସେଟେଲମେଣ୍ଟ ପାଇଁ ବର୍ତ୍ତମାନ ଗୁଗଲକୁ ୧୪୨୦ କୋଟି ଟଙ୍କା ଭରିବାକୁ ପଡିବ। ସୂଚନା ଅନୁଯାୟୀ ବିଜ୍ଞାପନ…

ସୁରକ୍ଷିତ ପେମେଣ୍ଟ ପାଇଁ Google Pay ଜାରି କଲା ଏହି ଖାସ୍‌ ଫିଚର

ଭାରତରେ ଗୁଗଲ ନିଜ Google Pay ୟୁଜର୍ସଙ୍କ ପାଇଁ ସୁରକ୍ଷିତ ଫିଚର ଜାରି କରିଛି। ଗୁଗଲ ପେର ନୂଆ ଅପଡେଟ୍‌ ପରେ କୌଣସି ବି ପେମେଣ୍ଟରେ ୟୁଜରମାନଙ୍କୁ ନୋଟିଫିକେଶନ ସହ ଏସଏମଏସ ମଧ୍ୟ ମିଳିବ। ‘ଗୁଗଲ ପେ’ର ଏହି ଫିଚର ଲାଇଭ୍‌ ହୋଇଯାଇଛି। କମ୍ପାନୀ ନୂଆ ଅପଡେଟର ସୂଚନା ବ୍ଲଗ୍‌ ପୋଷ୍ଟରେ ଦେଇଛି।…