Browsing Tag

google

ଗୁଗଲ ଆଣୁଛି ନୂଆ ଫିଚର, ସହଜରେ ବୁଝି ପାରିବେ ମ୍ୟାଥ୍‌ ଓ ସାଇନ୍ସ

ଗୁଗଲ ନିଜର ସର୍ଚ୍ଚ ଏବଂ ଲେନ୍ସ ଅପ୍ସନରେ ନୂଆ ଟୁଲ୍‌ ଆଣିବାକୁ ଯାଉଛି ଯାହା ଜଟିଳ ମ୍ୟାଥ୍‌ ଏବଂ ସାଇନ୍ସକୁ ସଲ୍ଭ କରିବା ପାଇଁ ସାହାଯ୍ୟ କରିବ । ଏହି ନୂଆ ଟୁଲ୍‌ ଗୁଡ଼ିକ STEM ବା ସାଇନ୍ସ, ଟେକ୍ନୋଲୋଜି, ଇଞ୍ଜିନିୟରିଂ ଏବଂ ମ୍ୟାଥ୍‌ ଭଳି ସବଜେକ୍ଟ ପାଇଁ ଭିଜୁଆଲ୍ ଲର୍ଣ୍ଣିଂ ଆଣିବ ଯାହା…

ଗୁଗଲର AI ପାଓ୍ଵାର୍ଡ ସର୍ଚ୍ଚ ଫିଚର ସାହାଯ୍ୟରେ ସୃଷ୍ଟି କରିପାରିବେ ଇମେଜ୍‌, ଜାଣନ୍ତୁ କିପରି କରିବ କାମ

ଗୁଗଲ ଏହାର ଜେନେରେଟିଭ୍ AI ପାଓ୍ଵାର୍ଡ ସର୍ଚ୍ଚ ଫିଚର ସବୁ ପ୍ରକାର ଇମେଜ ସୃଷ୍ଟି କରିବା ପାଇଁ ଅପ୍ସନ ଆଣିଛି । ୟୁଜରମାନେ ବର୍ତ୍ତମାନ ଏକ ଟେକ୍ସଟ୍‌ ପ୍ରମ୍ପ୍ଟରୁ ସିଧାସଳଖ ଇମେଜ୍‌ ସୃଷ୍ଟି କରିବାରେ ସକ୍ଷମ ହେବେ । ଜଣାଇବାକୁ ଚାହିଁବୁ କି ଗୁଗଲ ବର୍ତ୍ତମାନ ୟୁଜରମାନଙ୍କୁ SGE ମଧ୍ୟରେ…

ନୂଆ କଲରରେ ନଜର ଆସିଲା ଗୁଗଲର ଏହି ଦମଦାର ଫୋନ, ଜାଣନ୍ତୁ କଣ ରହିଛି ଫିଚର୍ସ

ଆମେରିକାରେ ବିକ୍ରି ହେଉଥିବା ଗୁଗଲର ଦମଦାର ସ୍ମାର୍ଟଫୋନ ବର୍ତ୍ତମାନ ଭାରତୀୟ ମାର୍କେଟରେ ଏଣ୍ଟ୍ରି ନେବ । Google Pixel 7a ର ନୂଆ କଲର ଭାରିଆଣ୍ଟ କୋରଲ୍‌ ଫ୍ଲିପକାର୍ଟରେ ଦେଖିବାକୁ ମିଳିଛି । ଦମଦାର ପିକ୍ସେଲ ସିରିଜ ସ୍ମାର୍ଟଫୋନର ଏହି କଲର ଅପ୍ସନ ଆମେରିକାରେ ବିକ୍ରି ହୁଏ । ଇ-କମର୍ସ…

ଗୁଗଲ ବାର୍ଥଡେ, ୨୫ ବର୍ଷ ଧରି ଲୋକଙ୍କୁ କରୁଛି ସାହାଯ୍ୟ

ବର୍ତ୍ତମାନ ସମୟରେ ଗୁଗଲ ଲୋକଙ୍କ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ଏବଂ ଆବଶ୍ୟକତା ହୋଇଯାଇଛି । ଲେଖା-ପଢ଼ା ଠାରୁ ଆରମ୍ଭ କରି ଅଫିସ ପର୍ଯ୍ୟନ୍ତ ଲୋକମାନେ ଗୁଗଲର ବ୍ୟବହାର କରିଥାନ୍ତି । ତେବେ ଏହି ସର୍ଚ୍ଚ ଇଞ୍ଜିନ ଗୁଗଲ ନିଜର ୨୫ ବର୍ଷ ପୂରଣ କରିଛି । ଗୁଗଲର ୨୫ ବର୍ଷ ପୂରଣ ହେବା ଅବସରରେ…

ବିଶିଷ୍ଟ ଧନୀ ଏଲନ ମସ୍କଙ୍କ ସହ ଅବୈଧ ସମ୍ପର୍କକୁ ନେଇ ପତ୍ନୀଙ୍କୁ ଛାଡ଼ପତ୍ର ଦେଲେ ଗୁଗୁଲ ସହ-ପ୍ରତିଷ୍ଠାତା ସର୍ଗେ…

ଗୁଗୁଲର ସହ-ପ୍ରତିଷ୍ଠାତା ପତ୍ନୀ ନିକୋଲ ଶାନହାଁ ଙ୍କୁ ଛାଡ଼ପତ୍ର ଦେଇଛନ୍ତି । ପତ୍ନୀଙ୍କର ବିଶିଷ୍ଟ ଧନୀ ଏଲନ ମସ୍କଙ୍କ ସହ ଅବୈଧ ସମ୍ପର୍କକୁ ନେଇ ପେଜ ସିକ୍ସରେ ପ୍ରକାଶ ପାଇବା ପରେ ସେ ଏହି ନିଷ୍ପତ୍ତି ନେଇଛନ୍ତି । କୋର୍ଟ ଡକ୍ୟୁମେଣ୍ଟ ଅନୁଯାୟୀ ଉଭୟଙ୍କର ୨୬ ମଇ ୨୦୨୩ ରେ ଛାଡପତ୍ର ହୋଇଥିଲା…

AI- ଜେନେରେଟେଡ ଫଟୋ ପାଇଁ ଗୁଗଲ ଆଣିଲା ଓ୍ଵାଟରମାର୍କ ଫିଚର, ଭୁଲ ସୂଚନାକୁ ରୋକିବା ହେଲା ସହଜ

କୌଣସି AI- ଜେନେରେଟେଡ ଫଟୋଗୁଡିକୁ ନେଇ କୌଣସି ପ୍ରକାର ଭୁଲ ସୂଚନା ସେୟାର ନହେବା ପାଇଁ ଗୁଗଲ AI- ଜେନେରେଟେଡ ଫଟୋଗୁଡିକ ପାଇଁ ୱାଟରମାର୍କ ଟେକ୍ନୋଲୋଜି SynthID ଆଣିଛି । କମ୍ପ୍ୟୁଟର ଦ୍ୱାରା ତିଆରି ଫଟୋଗୁଡ଼ିକର ପ୍ରକୃତ ପରିଚୟକୁ ଭଲ ଭାବରେ ଚିହ୍ନଟ କରିବା ପାଇଁ ଗୁଗଲ ଅଗଷ୍ଟ ୨୯ରେ ଏକ…

Google ଭାରତରେ ଲଞ୍ଚ୍‌ କଲା ନିଜର AI- Powered Search ଇଞ୍ଜିନ୍‌, ଜାପାନରେ ମଧ୍ୟ ଉପଲବ୍ଧ; ଜାଣନ୍ତୁ କେମିତି କରିବ…

କୋଟି କୋଟି ଭାରତୀୟ Google ବ୍ୟବହାର କରନ୍ତି। ଏହା ଭାରତ ନୁହେଁ, ସମଗ୍ର ବିଶ୍ୱର ସବୁଠାରୁ ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ୍‌ ପ୍ଲାଟ୍‌ଫର୍ମ। ସମସ୍ତେ Google ସର୍ଚ୍ଚ ଜାଣନ୍ତି। କିନ୍ତୁ ଏବେ ଏଥିରେ କିଛି ନୂତନତ୍ୱ ଅଣାଯାଇଛି। ଗୁଗଲ୍‌ ନିଜ ବାର୍ଷିକ ଇଭେଣ୍ଟ୍‌ Google I/Oରେ AI-ପାଓ୍ଵାର୍ଡ…

Googleର ନୂଆ ଫିଚର ସାହାଯ୍ୟରେ ଲମ୍ବା ଆର୍ଟିକିଲ ହେବ ଛୋଟ, AI ବଦଳାଇବ ସର୍ଚ୍ଚ କରିବା ଷ୍ଟାଇଲ୍‌

ଗୁଗଲରେ ଆପଣ କିଛି ବି ଯେକୌଣସି ସମୟରେ ସର୍ଚ୍ଚ କରିପାରନ୍ତି । ଗୁଗଲ ସର୍ଚ୍ଚକୁ ସ୍ମାର୍ଟ ଏବଂ AI ଦ୍ୱାରା ଉନ୍ନତ କରିବାକୁ କମ୍ପାନୀ ବ୍ରାଉଜିଂରେ SGE ନାମକ ଏକ ଫିଚର ଯୋଡିଛି ଯାହା ଆପଣଙ୍କର ସର୍ଚ୍ଚ ଏକ୍ସପେରିଏନ୍ସକୁ ବଦଳାଇବ । ଏହା ସାହାଯ୍ୟରେ ୟୁଜର୍ସମାନେ ସର୍ଟ ପଏଣ୍ଟରେ ଆର୍ଟିକିଲକୁ…

ଭାରତ ୭୭ତମ ସ୍ୱାଧୀନତା ଦିବସ ଅବସରରେ ଗୁଗଲ ହୋମସ୍କ୍ରିନରେ ଲଗାଇଲା ଏକ ନୂଆ ଡୁଡଲ

ଆଜି ଭାରତ ୭୭ ତମ ସ୍ୱାଧୀନତା ଦିବସ ପାଳନ କରୁଛି । ସ୍ୱାଧୀନତା ଉତ୍ସବରେ ସାରା ଦେଶ ଉତ୍ସବ ମୁଖର। ଏହି ବିଶେଷ ଉତ୍ସବରେ ଗୁଗଲ ଡୁଡଲ ଭିନ୍ନ ଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ର ସମୃଦ୍ଧି ବୟନ ଶିଳ୍ପ ପରମ୍ପରାକୁ ପ୍ରଦର୍ଶନ କରି ଭାରତର ୭୭ ତମ ସ୍ୱାଧୀନତା ଦିବସ ପାଳନ କରିଛି । ଗୁଗଲ…

ଗୁଗଲ ସର୍ଚ୍ଚ ଚେକ କରିବ ଆପଣଙ୍କ ଗ୍ରାମାର, ଜାଣନ୍ତୁ କିପରି ହେବ ଆକ୍ଟିଭ

ସହଜ ଏବଂ ସରଳଭାବେ କାର୍ଯ୍ୟ କରିବା ପାଇଁ କିଏ ବା ନଚାହେଁ । ଏଭଳି ସୁବିଧା ବର୍ତ୍ତମାନ ଗୁଗଲ ଦେଉଛି । ଗୁଗଲ ଆପଣଙ୍କ ସମସ୍ତ ଜରୁରୀ କାମ କରିବାରେ ସାହଯ୍ୟ କରିଥାଏ । ତେବେ ଆପଣ ଯଦି ଇଂରାଜୀରେ ସେଟେନ୍ସ ଲେଖିବା ବେଳେ ସନ୍ଦେହରେ ପଡ଼ୁଛନ୍ତି ଆପଣଙ୍କ ଏଭଳି ସମସ୍ୟାକୁ ଦୂର ହେବ । ଗୁଗଲ…

ଗୁଗଲ ଡିଲିଟ କରିଦେବ ଆପଣଙ୍କ Gmail ଆକାଉଣ୍ଟ, ଜାଣନ୍ତୁ କାହିଁକି

କିଛି ସପ୍ତାହ ପୂର୍ବରୁ ଗୁଗଲ ଏହାର ଇନଆକ୍ଟିଭ ଆକାଉଣ୍ଟ ପଲିସିକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ଅପଡେଟ ବିଷୟରେ ଘୋଷଣା କରିଥିଲା । ଅତି କମରେ ଦୁଇ ବର୍ଷ ଧରି ବ୍ୟବହାର ହୋଇନଥିବା କିମ୍ବା ସାଇନ ଇନ ହୋଇନଥିବା ଗୁଗଲ ଆକାଉଣ୍ଟକୁ ଟେକ ଜିଆଣ୍ଟ ଡିଲିଟ କରିବା ଆରମ୍ଭ କରିବ ବୋଲି ଘୋଷଣା କରିଛି ।…

ଅମାନିଆ ବିମାନ ଯାତ୍ରୀଙ୍କ ପାଇଁ ଗୁଗଲର ନୂଆ ଫିଚର, ବିମାନରେ ବସିବା ମାତ୍ରେ ଆପେ ଆପେ ଅନ୍ ହେବ ଫ୍ଲାଇଟ୍ ମୋଡ୍

ଗୁଗଲ ନିଜ ୟୁଜର୍ସଙ୍କ ପାଇଁ ସବୁବେଳେ ନୂଆ ନୂଆ ଫିଚର୍ସ ଆଣିଥାଏ । ବର୍ତ୍ତମାନ ସମୟରେ ଲୋକମାନେ ଗୁଗଲର ବ୍ୟବହାର ପ୍ରତ୍ୟେକ କାମ ପାଇଁ କରୁଛନ୍ତି । ସକାଳର ଆରମ୍ଭରୁ ଶୋଇବା ପର୍ଯ୍ୟନ୍ତ ଲୋକମାନେ ବିନା ଗୁଗଲରେ କୌଣସି କାର୍ଯ୍ୟ କରିବା ଅସମ୍ଭବ ହୋଇପଡ଼ିଛି । ଆଧୁନିକ ସମୟରେ ଟେକ୍ନୋଲୋଜିରେ…