ଦାଦା ବଟି ନ ମିଳିବାରୁ ୭ କିଲୋମିଟର ପିଚୁ ରାସ୍ତାକୁ ଖୋଳିଦେଲେ ଏମଏଲଏଙ୍କ ସମର୍ଥକ
ବରେଲି : ଗୁଣ୍ଡା ବଟି ନ ମିଳିବାରୁ ନୂଆ ପିଚୁ ରାସ୍ତାକୁ ଖୋଳି ଦେଇଛନ୍ତି ଏମଏଲଏଙ୍କ ସହଯୋଗୀ । ଏପରି ଘଟଣା ଘଟିଛି ଉତ୍ତର ପ୍ରଦେଶର ସାହାଜାନପୁରରେ । ଏକ ନୂଆ ପିଚୁ ରାସ୍ତା ନିର୍ମାଣ ପରେ କଣ୍ଟ୍ରାକ୍ଟରଙ୍କୁ ଦାଦା ବଟି ମାଗିଥିଲେ ଜଣେ ଏମଏଲଏଙ୍କର କିଛି ସହଯୋଗୀ । ହେଲେ ଯେତେବେଳେ…