Browsing Tag

gooseberry

ହର୍ବାଲ ଟି’ର କାଢ଼ା ବନାଉଥିଲେ ପକାଇ ଦିଅନ୍ତୁ ଖଣ୍ଡେ ଅଁଳା, ବଢ଼ିଆ ରହିବ ଆପଣଙ୍କ ଇମ୍ୟୁନିଟି

ଅଁଳା ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ। ସାଧାରଣତଃ ଅଁଳାର ବ୍ୟବହାର ଅନେକ ଜିନିଷରେ କରାଯାଇଥାଏ। ଅଁଳାରେ ଜୁସ୍‌, ଆଚାର ଆଦି ବନାଯାଇଥାଏ। କିଛି ଲୋକ କଞ୍ଚା ଅଁଳା ଖାଇବାକୁ ମଧ୍ୟ ପସନ୍ଦ କରିଥାଆନ୍ତି। ଆସନ୍ତୁ ଜାଣିବା, ଅଁଳାକୁ ଆପଣ ଆଉ କେଉଁ କେଉଁ ଉପାୟରେ ଖାଇପାରିବେ। ୧.…