Browsing Tag

gopashtami

ରବିବାର ପାଳନ କରାଯିବ ଗୋପାଷ୍ଟମୀ ପର୍ବ, ଜାଣନ୍ତୁ କିପରି କରିବେ ପୂଜା

ପ୍ରତିବର୍ଷ କାର୍ତ୍ତିକ ଶୁକ୍ଳ ଅଷ୍ଟମୀକୁ ଗୋପାଷ୍ଟମୀ ରୂପେ ପାଳନ କରାଯାଇଥାଏ। ଚଳିତ ବର୍ଷ ଏହି ପର୍ବ ଆସନ୍ତାକାଲି (ରବିବାର) ପାଳନ କରାଯିବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣ ଗୋ ଚାରଣ ଲୀଳା ଆରମ୍ଭ କରିଥିଲେ। ପୁରାଣ ଅନୁଯାୟୀ କାର୍ତ୍ତିକ ଶୁକ୍ଳ ଅଷ୍ଟମୀ ଦିନ ମା’ ଯଶୋଦା ଭଗବାନ ଶ୍ରୀକୃଷ୍ଣଙ୍କୁ…