Browsing Tag

goutam gambhir

ରାଜନୀତି ଛାଡିବେ ଗୌତମ ଗମ୍ଭୀର, କ୍ରିକେଟ ଉପରେ ଫୋକସ କରିବେ

ରାଜନୀତିରୁ ସନ୍ନ୍ୟାସ ନେବେ କ୍ରିକେଟର ଗୌତମ ଗମ୍ଭୀର । ଏଥର ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ । ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ଜଣାଇଛନ୍ତି । ରାଜନୈତିକ ଦାୟିତ୍ବରୁ ବିରତ କରିବା ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ ପି ନଡାଙ୍କୁ ଅନୁରୋଧ କରିଛନ୍ତି ଗୌତମ ଗମ୍ଭୀର ।…

ଲାଇଭ ମ୍ୟାଚରେ ଗମ୍ଭୀର-ଶ୍ରୀସନ୍ଥ ଝଗଡା, ଭାଇରଲ ଭିଡିଓ

ଲିଜେଣ୍ଡସ୍ କ୍ରିକେଟ ଲିଗ୍‌ର ଆୟୋଜନ ଭାରତରେ ଅନେକ ସହରରେ ହେଉଛି । ଏଥିରେ ପୂର୍ବତନ କ୍ରିକେଟର ମ୍ୟାଚ ଖେଳୁଛନ୍ତି । ଏହି ମ୍ୟାଚ ସମୟରେ ଗୌତମ ଗମ୍ଭୀରଙ୍କ ଟିମ୍‌ ଇଣ୍ଡିଆ କ୍ୟାପିଟାଲ୍ସ ଏବଂ ପାର୍ଥିବ ପଟେଲଙ୍କ ଟିମ୍‌ ଗୁଜରାଟ ଜିଆଣ୍ଟସ ମ୍ୟାଚରେ ଗମ୍ଭୀର ଏବଂ ଶ୍ରୀସନ୍ଥଙ୍କ ମଧ୍ୟରେ ଝଗଡା…

ଲକ୍ଷ୍ନୌ ସୁପର ଜିଆଣ୍ଟସ ଠାରୁ ଅଲଗା ହେଲେ ଗୌତମ ଗମ୍ଭୀର, KKR ର ମେଣ୍ଟର ହେଲେ

ଲକ୍ଷ୍ନୌର ହାତ ଛାଡି କୋଲକତା ନାଇଟ ରାଇଡର୍ସକୁ ଫେରିଲେ ଗୌତମ ଗମ୍ଭୀର । ଶାହରୁଖଙ୍କ ଟିମ୍‌ କେକେଆର ପାଇଁ ୨୦୨୪ ଆଇପିଏଲ ମେଣ୍ଟର ଭାବେ ନିଯୁକ୍ତ ହୋଇଛନ୍ତି ଗୌତମ ଗମ୍ଭୀର । କୋଲକତା ନାଇଟ ରାଇଡର୍ସ ଏପର୍ଯ୍ୟନ୍ତ ମାତ୍ର ୨ଟି ଆଇପିଏଲ ଟ୍ରଫି ଜିତିଛି । ଆଉ ୨ ଥର ଯାକ ଟିମର ଅଧିନାୟକ ଗୌତମ…

କୋହଲି ଏବଂ ଗମ୍ଭୀର ମଇଦାନରେ ଜୋରଦାର ମାରପିଟ୍‌, ଫ୍ୟାନ୍ସ ନେଉଛନ୍ତି ଭିଡିଓ ଗେମ୍‌ର ମଜା

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟ ଝଗଡା ବିଷୟରେ କାହାକୁ ଅଛପା ନାହିଁ । ଏବେ ନୁହେଁ ଦୀର୍ଘ ୧୦ ବର୍ଷ ହେଲାଣି ଦୁହିଁଙ୍କର ମନମାଳିନ୍ୟ ରହିଛି । ପୁଣିଥରେ ଲକ୍ଷ୍ନୌର ଏକ ଷ୍ଟାଡିୟମରେ ଆଇପିଏଲ ମ୍ୟାଚ୍‌ ସମୟରେ ଦୁହିଁଙ୍କର ଝଗଡା ହୋଇଥିଲା । ଏବେ ଏହାକୁ ନେଇ ବିବାଦ ବଢିବାରୁ ଜଣେ…

ଗମ୍ଭୀରଙ୍କ ସହିତ ଝଗଡା ପରେ ବିସିସିଆଇକୁ ଚିଠି ଲେଖିଲେ ବିରାଟ କୋହଲି, କହିଲେ‘ମୋର କୌଣସି ଭୁଲ୍‌ ନଥିଲା’

ବିରାଟ କୋହଲି ଏବଂ ଗୌତମ ଗମ୍ଭୀରଙ୍କ ମଧ୍ୟରେ ହୋଇଥିବା ଝଗଡା ପରେ ବିସିସିଆଇକୁ ଚିଠି ଲେଖିଲେ କୋହଲି । ଝଗଡା ହେବାର ୫ ଦିନ ପରେ କୋହଲି ବିସିସିଆଇକୁ ଚିଠି ଲେଖି କହିଛନ୍ତି, ତାଙ୍କର କୌଣସି ଭୁଲ ନାହିଁ । ଏହି ଭୁଲ୍‌ ଯୋଗୁଁ ବିରାଟଙ୍କର ୧ କୋଟି ୭ ଲକ୍ଷ ଟଙ୍କାର କ୍ଷତି ହୋଇଛି । ଏହି…

କୋହଲି-ଗମ୍ଭୀର ମୁହାଁମୁହିଁ ଘଟଣା, ଉଭୟଙ୍କର କଟିଲା ୧୦୦ ପ୍ରତିଶତ ମ୍ୟାଚ୍‌ ଫି

ପୁଣିଥରେ ପଡିଆରେ ମୁହାଁମୁହିଁ ହୋଇଛନ୍ତି ବିରାଟ କୋହଲି ଏବଂ ଗୌତମ ଗମ୍ଭୀର । ଲକ୍ଷ୍ନୌ –ବାଙ୍ଗାଲୋର ଆଇପିଏଲ୍ ମ୍ୟାଚ ପରେ ଉଭୟ ଜୋରଦାର ଯୁକ୍ତିତର୍କ କରିଥିଲେ । ଏହି ଘଟଣାରେ ଆଇପିଏଲ୍ କୋଡ୍ ଅଫ୍ କଣ୍ଡକ୍ଟ ଅନୁସାରେ ଦୁଇ ଖେଳାଳିଙ୍କୁ ଜରିମାନା କରାଯାଇଛି। ଲକ୍ଷ୍ନୌ ସୁପର ଜିଆଣ୍ଟସର…

ଅଷ୍ଟ୍ରେଲିଆକୁ ଟି-୨୦ ସିରିଜରେ ହରାଅ, ନଚେତ୍‌ ଟି-୨୦ ବିଶ୍ୱକପ୍‌ ଭୁଲିଯାଅ: ରୋହିତଙ୍କୁ ଟାର୍ଗେଟ କଲେ ଗମ୍ଭୀର

ଭାରତୀୟ କ୍ରିକେଟ ଟିମ୍‌ ଏବଂ ଅଷ୍ଟ୍ରେଲିଆ କ୍ରିକେଟ ଟିମ୍‌ ୨୦ ସେପ୍ଟେମ୍ବରରୁ ଟି-୨୦ ସିରିଜ ଖେଳିବ। ପ୍ରଥମ ମ୍ୟାଚ୍‌ ମୋହାଲିରେ ଖେଳାଯିବ। ଏହି ସିରିଜର ପ୍ରଥମ ମ୍ୟାଚ୍‌ ପାଇଁ ଟିମ୍‌ ଇଣ୍ଡିଆ ଏବଂ ଅଷ୍ଟ୍ରେଲିଆ ଟିମ୍‌ ମୋହାଲି ପହଞ୍ଚିଛି। ଅଷ୍ଟ୍ରେଲିଅ । ଟିମ୍‌ ଟ୍ରେନିଂ ଏବଂ ପ୍ରାକ୍ଟିସ…

ଲାଇଭ୍‌ ମ୍ୟାଚ ଚାଲିଥିବା ବେଳେ ରାଗରେ ଗାଳି କରିଦେଲେ ଗୌତମ ଗମ୍ଭୀର, ଭାଇରଲ ହେଉଛି ଭିଡିଓ

ଚଳିତ ଆଇପିଏଲ୍‌ ସିଜିନର ୪୫ତମ ମ୍ୟାଚ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ଲକ୍ଷ୍ମୌ ସୁପରଜିଆଣ୍ଟସ ମଧ୍ୟରେ ରୋମାଞ୍ଚ ଦେଖିବାକୁ ମିଳିଥିଲା । ଏହି ମ୍ୟାଚରେ ଲକ୍ଷ୍ମୌ ମାତ୍ର ୬ ରନରେ ମ୍ୟାଚ ଜିତିଥିଲା। ଲକ୍ଷ୍ମୌ ସୁପରଜିଆଣ୍ଟସ ଜିତିବା ପରେ ଟିମ୍‌ ମେମ୍ବର ଖୁସିରେ ଡ୍ୟାନ୍ସ କରିବାକୁ ଲାଗିଥିଲେ। ଏହା…

ଗୌତମ ଗମ୍ଭୀର ଫାଉଣ୍ଡେସନ୍‌ ନାଁରେ ସାଙ୍ଘାତିକ ଅଭିଯୋଗ ଆଣିଲା ଦିଲ୍ଲୀ ସରକାରଙ୍କ ଡ୍ରଗ୍‌ କଣ୍ଟ୍ରୋଲର

କେନ୍ୟୁଜ୍(ବ୍ୟୁରୋ): ବେଆଇନ୍‌ ଭାବେ ଫାଭି ଫ୍ଲୁ ଔଷଧ ଗଚ୍ଛିତ ରଖିଥିଲା ଗୌତମ ଗମ୍ଭୀର ଫାଉଣ୍ଡେସନ୍‌ । ଦିଲ୍ଲୀ ହାଇକୋର୍ଟଙ୍କୁ ଏହା ଜଣାଇଛନ୍ତି ଦିଲ୍ଲୀ ସରକାରଙ୍କ ଡ୍ରଗ୍‌ କଣ୍ଟ୍ରୋଲର । ବିଜେପି ସାଂସଦ ଗୌତମ ଗମ୍ଭୀରଙ୍କ ଫାଉଣ୍ଡେସନ୍‌ ବେଆଇନ୍‌ ଭାବେ ଫାଭି ଫ୍ଲୁ ଗଛିତ ରଖିବା ସହ…

ଅକ୍ଷୟ କୁମାର ପୁଣି ଦେଖାଇଲେ ମହାନତା, ଗୌତମ ଗମ୍ଭୀରଙ୍କ ସଂସ୍ଥାକୁ ଦେଲେ ୧ କୋଟି ଟଙ୍କା

ପୁଣି ଥରେ ସମଗ୍ର ଦେଶରେ ମହାମାରୀ ପାଇଁ ହାହାକାର ପରିସ୍ଥିତି ଦେଖାଦେଇଛି । ପ୍ରତିଦିନ ଦ୍ରୁତ ଗତିରେ ବଢିବାରେ ଲାଗିଛି କରୋନା ରୋଗୀଙ୍କ ସଂଖ୍ୟା । ଏପରି ପରିସ୍ଥିତି ସରକାରଙ୍କ ପାଇଁ ଏକ ଚ୍ଯାଲେଞ୍ଜ ହୋଇଛି। ଏଥିପାଇଁ ବିଭିନ୍ନ ରାଜ୍ୟରେ ଲକଡାଉନ୍ ବି କରାଯାଇଛି । ତେବେ ମହାମାରୀ ଭଳି ବିପଦ…

କୋଭିଡ-୧୯ ମୁକାବିଲାରେ ସାମିଲ ହେଲେ ଏହି କ୍ରିକେଟର, ପିଏମ କେୟାର୍ସ ଫଣ୍ଡକୁ ଦାନ କଲେ ଦୁଇବର୍ଷର ଦରମା

କୋଭିଡ-୧୯ ସଂକ୍ରମଣ ମୁକାବିଲାରେ ଏବେ କ୍ରିକେଟରରୁ ରାଜନେତା ହୋଇଥିବା ଗୌତମ ଗମ୍ଭୀର ସାମିଲ ହୋଇଛନ୍ତି। ସେ ଏବେ ପାର୍ଲାମେଣ୍ଟର ସଦସ୍ୟ ରହିଛନ୍ତି। ଏମ୍‌ପି ହିସାବରେ ସେ ତାଙ୍କର ଦୁଇବର୍ଷର ଦରମାର ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ପ୍ରଦାନ କରିବେ ବୋଲି କହିଛନ୍ତି। ସେ ଏ ନେଇ ଘୋଷଣା…

ପଦ୍ମ ଧରିଲେ ପୂର୍ବତନ କ୍ରିକେଟର ଗମ୍ଭୀର

ବିଜେପିରେ ସାମିଲ ହେଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଓ କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଉପସ୍ଥିତିରେ ବିଜେପିରେ ଗମ୍ଭୀର ହୋଇଛନ୍ତି ସାମିଲ । ତେବେ ଚଳିତ ବର୍ଷ ଦିଲ୍ଲୀରୁ ନିର୍ବାଚନ ଲଢ଼ିବେ ବୋଲି ବିଭିନ୍ନ ବର୍ଗରେ ହେଉଛି ଚର୍ଚ୍ଚା । ପ୍ରଧାନମନ୍ତ୍ରୀଙ୍କ…