ଖାଲି ପଡିଛି ସ୍ପେଶାଲିଷ୍ଟ ମେଡିକାଲ ଅଫିସର ପାଇଁ ୩୬୨୩ ପଦବୀ, ଆବେଦନ ପ୍ରକ୍ରିୟା ଆରମ୍ଭ
ସରକାରୀ ଚାକିରି ଖୋଜୁଥିବା ମେଡିକାଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ବିହାର ଟେକନିକାଲ ସର୍ଭିସ କମିଶନ (BTSC) ପକ୍ଷରୁ ସୁବର୍ଣ୍ଣ ସୁଯୋଗ । ସ୍ପେଶାଲିଷ୍ଟ ମେଡିକାଲ ଅଫିସର (SMO)ର ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ଘୋଷଣା କରାଯାଇଛି । ଯୋଗ୍ୟ ତଥା ଇଛୁକ ଥିବା ପ୍ରାର୍ଥୀ ଅନଲାଇନ…