ସରକାରୀ କର୍ମଚାରୀଙ୍କୁ ଲଗାମ : ହାତରେ ରହିବ ସ୍ମାର୍ଟ ଓ୍ଵାଚ୍, କାର୍ଯ୍ୟକଳାପକୁ ଟ୍ରାକ୍ କରିବେ ସରକାର
ନୂଆଦିଲ୍ଲୀ : ସରକାରୀ କର୍ମଚାରୀମାନେ ଏବେ ପିନ୍ଧିବେ ସ୍ମାର୍ଟ ଓ୍ଵାଚ୍ । ଯାହାଦ୍ୱାରା ତାଙ୍କ କାର୍ଯ୍ୟ କଳାପ ଉପରେ ସରକାର ନଜର ରଖିପାରିବେ । ଏମିତି ନିୟମ କରିବାକୁ ଯାଉଛନ୍ତି ହରିୟାଣା ସରକାର । ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍ ଖଟ୍ଟର ଶନିବାର ସୋହାନାର ସର୍ମାଥଳାରେ ଏକ ବିକାଶ…