Browsing Tag

governor

ପୁରୀ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ ହରିବାବୁ କମ୍ଭମପଟି

ପୁରୀ  : ପୁରୀ ରେଳଷ୍ଟେସନ ନବୀକରଣ କାର୍ଯ୍ୟ ସମୀକ୍ଷା କଲେ ରାଜ୍ୟପାଳ ହରିବାବୁ କମ୍ଭମପଟି। ପୁରୀ ରେଲୱେ ଷ୍ଟେସନର ଟର୍ମିନାଲ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି। ପୁରୀକୁ ଯାତ୍ରୀଙ୍କ ଆଗମନ ବୃଦ୍ଧି ପାଉଥିବା ବେଳେ ଯାତ୍ରୀଙ୍କୁ ଅଧିକ ସୁବିଧା ପ୍ରଦାନ ପାଇଁ ପୁରୀ ରେଳ ଷ୍ଟେସନରେ…

ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ଆଇପିଏସ୍ ଅନନ୍ୟା, ପ୍ରଥମ ମହିଳା ‘ଏଡିସି’ ହେଲେ ଅନନ୍ୟା

ଭୁବନେଶ୍ୱର : ଲୋକ ଭବନରେ ମହିଳା ଶକ୍ତିର ଜୟଯାତ୍ରା । ଲୋକ ଭବନର ପ୍ରଥମ ମହିଳା 'ଏଡିସି' ହେଲେ ଆଇପିଏସ୍ ଅନନ୍ୟା ଅୱସ୍ଥୀ । ରାଜ୍ୟପାଳଙ୍କ ସୁରକ୍ଷା ଦାୟିତ୍ୱରେ ଆଇପିଏସ୍ ଅନନ୍ୟା ।  ଓଡ଼ିଶା ପ୍ରଶାସନ ଓ ମହିଳା ସଶକ୍ତୀକରଣ କ୍ଷେତ୍ରରେ ଯୋଡ଼ି ହୋଇଛି ଏକ ନୂଆ ଅଧ୍ୟାୟ। ରାଜ୍ୟପାଳ ହରିବାବୁ…

ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା, ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା

ଭୁବନେଶ୍ୱର : ରାଜ୍ୟପାଳଙ୍କ ଠାରୁ ରାଜ୍ୟରେ ଆରମ୍ଭ ହେଲା ଜନଗଣନା । ୧୫ ବର୍ଷ ପରେ ହେଉଛି ଜନଗଣନା । ଘରେ ବସି ନିଜେ ଦେଇପାରିବେ ନିଜ ପରିବାରର ତଥ୍ୟ । ପ୍ରଥମ ଥର ପାଇଁ ଜାତି ଭିତ୍ତିକ ଜନଗଣନା । ଦୀର୍ଘ ପ୍ରତୀକ୍ଷା ପରେ ଦେଶର ୧୬ତମ ଜାତୀୟ ଜନଗଣନା ଆରମ୍ଭ ହେବ । ୨୦୧୧ ପରେ ଏହା ପ୍ରଥମ…

ଜୋର ଧରିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି, SCB ଅଗ୍ନିକାଣ୍ଡ ଘଟଣା ନେଇ ରାଜ୍ୟପାଳଙ୍କୁ ଭେଟିଲେ ବିରୋଧୀ

ଭୁବନେଶ୍ବର: ଜୋର ଧରିଲା ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି । SCB ଅଗ୍ନିକାଣ୍ଡ ଘଟଣାରେ ରାଜ୍ୟପାଳଙ୍କୁ ଭେଟି ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ । କଟକ ଏସିବି ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୧୩ ଜଣଙ୍କ ମୃତ୍ୟୁ ଘଟଣା ଏବେ ରାଜ୍ୟ…

ରାଜ୍ୟପାଳଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

ଭୁବନେଶ୍ବର: ପଶ୍ଚିମବଙ୍ଗ ରାଜ୍ୟପାଳଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ।  ପଶ୍ଚିମବଙ୍ଗ ରାଜ୍ୟପାଳ ସି.ଭି. ଆନନ୍ଦ ବୋଷଙ୍କୁ ମିଳିଛି ହତ୍ୟା ଧମକ ।  ଏକ ଇମେଲ୍ ଜରିଆରେ ତାଙ୍କୁ ବୋମାରେ ଉଡ଼ାଇ ଦେବାକୁ ଧମକ ଦିଆଯାଇଛି ।  ବୋମା ଧମକ ମିଳିବା ପରେ ରାଜ୍ୟପାଳଙ୍କ ସୁରକ୍ଷା ବ୍ୟବସ୍ଥାକୁ ଅଧିକ…

ବଣ୍ଡା ଘାଟି ଗସ୍ତ କଲେ ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି, ସୀତାକୁଣ୍ଡ ଉନ୍ନତି ପାଇଁ ଜିଲ୍ଲାପାଳଙ୍କୁ ଦେଲେ…

ମାଲକାନଗିରି ଜିଲ୍ଲା ବଣ୍ଡା ଘାଟି ଗସ୍ତ କରିଛନ୍ତି ରାଜ୍ୟପାଳ ଡ଼ଃ ହରିବାବୁ କମ୍ଭମପତି । ବଣ୍ଡା ଘାଟିରେ ଥିବା ଆବାସିକ ଛାତ୍ରୀ ବିଦ୍ୟାଳୟ ଯାଇ ଛାତ୍ରୀମାନଙ୍କ ସହ ଆଲୋଚନା ପରେ ଛାତ୍ରୀମାନେ ରକ୍ତ ହୀନତା ଶିକାର ହେଉଥିବା ଏବଂ ଦୃଷ୍ଟି ଶକ୍ତିର ସମସ୍ୟା ଥିବା ଜାଣିବାକୁ ପାଇଥିଲେ । ତେଣୁ…

ଚାରିଦିନିଆ କୋରାପୁଟ ଜିଲ୍ଲାଗସ୍ତରେ ରାଜ୍ୟପାଳ, କଫିବୋର୍ଡ ବୁଲି ଦେଖିଲେ

ଜୟପୁର : ଚାରିଦିନିଆ ଦିନିଆ କୋରାପୁଟ ଜିଲ୍ଲା ଗ୍ରସ୍ତରେ ମହାମହିମ ରାଜ୍ୟପାଳ ହରିବାବୁ କମ୍ଭମପତି  l  ଜୟପୁର ବିମାନ ବନ୍ଦରରେ ଜିଲ୍ଲାପାଳ ଓ DIG ପ୍ରଶାସନ ପକ୍ଷରୁ ଗାର୍ଡଅଫଂ ଅନର ପ୍ରଦlନ କରାଯାଇଥିଲା  l  ଜୟପୁର କୋରାପୁଟ, ଦେଓମାଳି ଯିବା ସହ ମାଲକାନଗିରି ଜିଲ୍ଲା ଗ୍ରସ୍ତ କାର୍ଯ୍ୟକ୍ରମ…

ନବୀନଙ୍କୁ ଭେଟିଲେ ରାଜ୍ୟପାଳ, ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର : ନବୀନଙ୍କୁ ଭେଟିଲେ ରାଜ୍ୟପାଳ । ନବୀନ ନିବାସ ଯାଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି । ନବୀନ ପଟ୍ଟନାୟକଙ୍କୁ ଭେଟି ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଗତ ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝି ନବୀନ ନିବାସ ଯାଇ…

ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକଙ୍କ ସୂଚନା, ପୁନର୍ଗଠନ ପ୍ରସ୍ତାବ ଦେଇଛନ୍ତି ରାଜ୍ୟପାଳ

ଭୁବନେଶ୍ୱର : ୨୦୨୭ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ଏବଂ ୨୦୨୯ ପୂର୍ବରୁ ବ୍ଲକ ପୁନର୍ଗଠନ ହେବ ।   ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତ ପୁନର୍ଗଠନ ହେବ ।   ୨୦୨୬ ମସିହାରେ ପଞ୍ଚାୟତ ପୁନର୍ଗଠନ ହେବ। ସୂଚନା ଦେଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାୟକ।  ରାଜ୍ୟପାଳ ଏ ନେଇ ପ୍ରସ୍ତାବ ଦେଇଥିବା…

ଗୋଆର ରାଜ୍ୟପାଳ ଭାବେ ଶପଥ ନେଲେ ଅଶୋକ ଗଜପତି ରାଜୁ

ଆଜି ଗୋଆର ନୂତନ ରାଜ୍ୟପାଳ ଭାବରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅଶୋକ ଗଜପତି ରାଜୁ ଶପଥ ଗ୍ରହଣ କରିଛନ୍ତି  ।  ପୂର୍ବତନ ଟିଡିପି ନେତା ଏବଂ ନବନିଯୁକ୍ତ ଗୋଆର ରାଜ୍ୟପାଳ କହିଛନ୍ତି  କି ସେ ଗୋଆ ଆସି ବହୁତ ଖୁସି  ଅଛନ୍ତି ।  ବିଶେଷକରି ଗୋଆର ଲୋକଙ୍କ ସେବା କରିବା ପାଇଁ ଭାରତର ସମ୍ବିଧାନ ଉପରେ…

କିସ୍‍ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ କମ୍ଭମପତି

ଭୁବନେଶ୍ୱର : କିସ୍‍ ଛାତ୍ରଛାତ୍ରୀଙ୍କ ସହ ବସି ମଧ୍ୟାହ୍ନଭୋଜନ କଲେ ରାଜ୍ୟପାଳ । ଓଡ଼ିଶା ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଏବଂ ତାଙ୍କ ଧର୍ମପତ୍ନୀ ଡ. ଜୟଶ୍ରୀ କମ୍ଭମପାଟି ଆଜି କିଟ୍‍, କିସ୍‍ ଓ କିମ୍‍ସ ପରିଦର୍ଶନରେ ଛାତ୍ରଛାତ୍ରୀଙ୍କ ସହ ମଧ୍ୟାହ୍ନ ଭୋଜନ କରିଥିଲେ । କିସ୍‍ ପିଲାଙ୍କ…

ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି

ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ଭେଟିଲେ ରାଜ୍ୟପାଳ ହରିବାବୁ କମ୍ଭମପତି  ।  ପାରମ୍ପରିକ ପ୍ରୋଟୋକଲ ଭାଙ୍ଗି ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଯାଇ ତାଙ୍କୁ ଭେଟିଛନ୍ତି ରାଜ୍ୟପାଳ । ରାଜ୍ୟ ସରକାରଙ୍କ ପ୍ରଥମ ବର୍ଷର ସଫଳତା ଓ ଅନ୍ୟାନ୍ୟ ବିକାଶମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ ମୋହନଙ୍କ…