Browsing Tag

govinda

ଶିବସେନାରେ ଯୋଗଦେଲେ ଗୋବିନ୍ଦା, ଉତ୍ତର ପଶ୍ଚିମ ମୁମ୍ବାଇରୁ ଲଢ଼ିପାରନ୍ତି ନିର୍ବାଚନ

ନିର୍ବାଚନ ଯେତିକି ପାଖେଇ ଆସୁଛି, ରାଜନୀତି ମଧ୍ୟ ସେତିକି ସରଗରମ ହେଉଛି । ଆଜି ଫିଲ୍ମ ଅଭିନେତା ଗୋବିନ୍ଦା ଶିବସେନା (ସିନ୍ଦେ ଦଳ)ରେ ଯୋଗ ଦେଇଛନ୍ତି । ବାଲାସାହେବ ଠାକରେ ଭବନରେ ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଉପସ୍ଥିତିରେ ସେ ଦଳରେ ଯୋଗ ଦେଇଛନ୍ତି । କୁହାଯାଉଛି ଯେ ଗୋବିନ୍ଦା ଉତ୍ତର…

ଉଦଯାପିତ ହେଲା ଜନଜାତି ସାଂସ୍କୃତିକ ସମ୍ମିଳନୀ “ଆଦି ଫେଷ୍ଟ”, ମୁଖ୍ୟ ଆକର୍ଷଣ ସାଜିଲେ ଗୋବିନ୍ଦା

ବାରିପଦା-ଆଦିବାସୀ ବହୁଳ ମୟୁରଭଞ୍ଜ ଜିଲ୍ଲାର ପାରମ୍ପରିକ ଲୋକକଳା, ସଂସ୍କୃତି, ଐତିହ୍ୟ, ପରମ୍ପରା ଆଦିର ବିକାଶ ଲକ୍ଷ୍ୟରେ ଅନୁଷ୍ଠିତ "ଆଦି ଫେଷ୍ଟ-୨୦୨୪" ଛଉ ପଡ଼ିଆରେ ରବିବାର ଉଦଯାପନ ହୋଇଛି । ସ୍ୱତନ୍ତ୍ର ଉନ୍ନୟନ ପରିଷଦ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ ବିଦ୍ୟାଳୟ ଓ…

ବଢୁଛି ଗୋବିନ୍ଦ ସାହୁଙ୍କ ଡେଥ ସସପେନ୍‌ସ, ପକେଟରୁ ବାହାରିଥିବା ଲଫାପା ଖୋଲିବ କି ରହସ୍ୟ ?

କେନ୍ୟୁଜ୍(ବ୍ୟୁରୋ): ବଢୁଛି ଗୋବିନ୍ଦ ସାହୁଙ୍କ ଡେଥ ସସପେନ୍‌ସ । ଲଫାପା ଖୋଲିବ କି ରହସ୍ୟ ? ମୃତ୍ୟୁ ପରେ ଗୋବିନ୍ଦଙ୍କ ପକେଟ୍‌ରୁ ମିଳିଛି ଏକ ବନ୍ଦ ଲଫାପା । ଏଥିରେ ସୁଇସାଇଡ ନୋଟ୍‌ ଥିବା ଚର୍ଚ୍ଚା ହେଉଛି । କିନ୍ତୁ ବିଧିବଦ୍ଧ ଭାବେ କିଛି କୁହାଯାଇନାହିଁ । ଲଫାପାରେ କ'ଣ ଅଛି ?…

ଯେବେ ଦିଲ୍ଳୀପ କୁମାର କହିବାରୁ ଗୋବିନ୍ଦା ଫେରାଇ ଦେଇଥିଲେ ୨୫ ଫିଲ୍ମର ସାଇନିଂ ଟଙ୍କା, କାଟିବାକୁ ପଡ଼ିଥିଲା ହସପିଟାଲର…

ବଲିଉଡ ଅଭିନେତା ଗୋବିନ୍ଦାଙ୍କ ଜଣେ ଦମଦାର ହିରୋ ଭାବେ କ୍ଷାତି ରହିଛି । ଆଜି ବି ତାଙ୍କର ପ୍ରଶଂସକଙ୍କ ଲମ୍ବା ଲାଇନ ରହିଛି । ସେତେବେଳେ ଗୋବିନ୍ଦାଙ୍କ ହାତରେ ଏତେ ଫିଲ୍ମ ଥିଲା ଯେ ବଲିଉଡରେ ତାଙ୍କୁ ଇର୍ଷା କରୁଥିଲେ । ସେତେବେଳେ ଗୋବିନ୍ଦାଙ୍କୁ ମାତ୍ର ୨୦ ବର୍ଷ ବୟସ ହୋଇଥିଲା । ସେତେବେଳେ…

ହାପି ବାର୍ଥ ଡେ’ ଗୋବିନ୍ଦା, ୫୮ ବର୍ଷରେ ପାଦ ରଖିଲେ ଛୋଟେ ମିଆଁ

ଗୋବିନ୍ଦା । ଏହି ନାଁ ଆଜିବି ଲୋକଙ୍କ ମନରେ ରାଜ କରୁଛି । ୯୦ ଦଶକରେ ତାଙ୍କ ଅଭିନୟ ଲୋକଙ୍କ ମନକୁ ବେଶ ଛୁଇଁଥିଲା । ଏବେ ବି ତାଙ୍କ ଗୀତ ବାଜିଲେ ପିଲାଠୁ ବୁଢା ଯାଏଁ ସବୁ ଝୁମି ଉଠନ୍ତି । ଆକ୍ଟିଙ୍ଗ ହେଉ ଅବା ଡ୍ୟାନ୍ସ ସବୁଠି ସେ ନିଜର କରାମତି ଦେଖାଇଛନ୍ତି । ଆଜି ଗୋବିନ୍ଦା ୫୮ ବର୍ଷରେ…

ଗୋବିନ୍ଦାଙ୍କ ସହ ଝଗଡ଼ା ନେଇ ସାମ୍ନାକୁ ଆସିଲା ଭଣଜା କ୍ରିଷ୍ଣାଙ୍କ ରିଆକ୍ସନ୍‌, କହିଲେ-ଅନେକ ଥର କ୍ଷମା ମାଗିଛି,…

କମେଡିଆନ୍‌ ତଥା ଅଭିନେତା କ୍ରିଷ୍ଣା ଅଭିଷେକଙ୍କର ମାମୁ ଗୋବିନ୍ଦାଙ୍କ ସହ ବିବାଦ ଦୀର୍ଘଦିନ ହେଲା ଚର୍ଚ୍ଚାରେ ରହିଛି। ନିକଟରେ ଗୋବିନ୍ଦା ପତ୍ନୀ ସୁନିତା ଆହୁଜାଙ୍କ ସହ କପିଲ ଶର୍ମା ଶୋ’କୁ ଆସିଥିଲେ। ସବୁଥର ଭଳି ଏଥରକ ବି କ୍ରିଷ୍ଣା ଅଭିଷେକ ଶୋ’ରେ ନଜର ଆସିନଥିଲେ। ଏଭଳି ସ୍ଥିତିରେ ଏହି…

‘କୃଷ୍ଣାଙ୍କ କମେଡ଼ି ମାମୁଁଙ୍କ ନାଁ ନେବା ପର୍ଯ୍ୟନ୍ତ ହିଁ ସୀମିତ ଅଛି’, ଏଭଳି କିଛି କହି କୃଷ୍ଣାଙ୍କ…

ସୁପରଷ୍ଟାର ଗୋବିନ୍ଦାଙ୍କ ସହ କୃଷ୍ଣା ଅଭିଷେକଙ୍କ ମତଭେଦ ଏବେ ଚାରଆଡେ ଚର୍ଚ୍ଚାର ବିଷୟ ପାଲଟିଛି। ଫ୍ୟାମିଲି ଡ୍ରାମାକୁ ନେଇ ଏହି ଚର୍ଚ୍ଚା ସେବେ ଜୋର ଧରିଲା ଯେବେ ଅଭିନେତା ଗୋବିନ୍ଦା ଓ ପତ୍ନୀ ସୁନିତା କପିଲା ଶର୍ମା ସୋ କୁ ଯାଇଥିଲେ । ସବୁଥର ଭଳି ଏଥର ମଧ୍ୟ କୃଷ୍ଣା ଅଭିଷେକ ସୋରୁ ଗାଏବ…

ଦୀର୍ଘ ଦିନ ପରେ ବଡ ପରଦାରେ ନଜର ଆସିବେ ଗୋବିନ୍ଦା ଓ ରବୀନା ଟଣ୍ଡନ 

ରବୀନା ଟଣ୍ଡନ ଓ ଗୋବିନ୍ଦଙ୍କ ଯୋଡି ବଲିଉଡର ଆଇକନ ଯୋଡି ମାନନା ମଧ୍ୟରୁ ଅନ୍ୟତମ ବୋଲି କୁହାଯାଏ । ଏହି ଯୋଡି ଅନେକ ସିନେମାରେ ଜଲୱା ଦେଖାଇ ସାରିଛନ୍ତି। ଏବେ ଖୁବଶୀଘ୍ର ଏହି ଯୋଡ଼ି ବଡ଼ ପରଦାରେ କମାଲ କରିବାକୁ ପ୍ରସ୍ତୁତ ହୋଇଛନ୍ତି । ରବୀନା ନିଜ ଇନଷ୍ଟାଗ୍ରାମରେ ଏହାର ସୂଚନା ଦେଇଛନ୍ତି ।…

ଅକ୍ଷୟଙ୍କ ପରେ ଏବେ ଗୋବିନ୍ଦା ବି ହେଲେ କରୋନା ସଂକ୍ରମିତ, ଅଛନ୍ତି ହୋମ୍‌ କ୍ୱାରେଣ୍ଟାଇନ୍‌ରେ

ବଲିଉଡ୍‌ ଉପରେ କଳା ଛାୟା ବିସ୍ତାର କରିବାରେ ଲାଗିଛି କରୋନା। ଆଜି ସକାଳେ ସୁପରଷ୍ଟାର ଅକ୍ଷୟ କୁମାର କରୋନା ପଜିଟିଭ୍‌ ହୋଇଥିବା ଜଣାପଡ଼ିଥିବା ବେଳେ ଏବେ ଗୋବିନ୍ଦାଙ୍କ ରିପୋର୍ଟ ମଧ୍ୟ ପଜିଟିଭ ଆସିଛି। କରୋନା ସଂକ୍ରମିତ ଜଣାପଡ଼ିବା ପରେ ଗୋବିନ୍ଦା ହୋମ୍‌ କ୍ୱାରେଣ୍ଟାଇନ୍‌ରେ ଅଛନ୍ତି। ସେ ଏବେ…

ସ୍ବପ୍ନରେ ଦେଖାଦେଲେ ମହାପ୍ରଭୁ ଜଗନ୍ନାଥ, ସକାଳୁ ଦର୍ଶନ କରିବାକୁ ପୁରୀ ଧାଇଁ ଆସିଲେ ବଲିଉଡ ଷ୍ଟାର ଗୋବିନ୍ଦା ଓ ତାଙ୍କ…

କେନ୍ୟୁଜ୍(ବ୍ୟୁରୋ):  କାଳିଆ ଠାକୁରର ଲିଳା ଅପାର। କେତେବେଳେ କାହାକୁ  ନିଜ ଶରଣକୁ  ନେଇ  ଆସିବ ତାହା କେହି ଜାଣି ପାରିବେ ନାହିଁ। ହଟିଆ ଠାକୁର କାହାକୁ  ନିଜ ମାୟା ଜାଲରେ ଫସାଇଦେବ ତାହା କେହି କହିପରିବେ ନାହିଁ। ଠିକ୍ ଯେପରି  ବଲିଉଡ଼ର ସୁପର ଷ୍ଟାର ଗୋବିନ୍ଦାଙ୍କ ସ୍ବପ୍ନରେ ଆସି ତାଙ୍କୁ…

ସବୁବେଳେ କମେଣ୍ଟ କରୁଥିବାରୁ ଭଣଜା କ୍ରିଷ୍ଣା ଅଭିଷେକଙ୍କ ଉପରେ ବର୍ଷିଲେ ଗୋବିନ୍ଦା

୮୦-୯୦ ଦଶକର ସୁପରଷ୍ଟାର ଗୋବିନ୍ଦା ଏବେ ଫିଲ୍ମ ଦୁନିଆରୁ ଦୂରେଇ ଯାଇ ପରିବାର ସହ ସମୟ କାଟୁଛନ୍ତି। କିନ୍ତୁ ସେ ସବୁବେଳେ କୌଣସି ନା କୌଣସି କାରଣକୁ ନେଇ ଲାଇମ୍‌ଲାଇଟ୍‌ରେ ରହିଥାନ୍ତି। ସୋସିଆଲ ମିଡିଆରେ ହେଉ କିମ୍ବା କୌଣସି ଟିଭି ଶୋ ସବୁଆଡ଼େ ଗୋବିନ୍ଦାଙ୍କର ହିଁ ଚର୍ଚ୍ଚା। ନିକଟରେ ଏକ…

ଗୋବିନ୍ଦା ଆସିଲେ ବୋଲି କପିଲ ଶର୍ମା ଶୋ’ରୁ ଗାୟବ ହୋଇଗଲେ ଭଣଜା କ୍ରିଷ୍ଣା ଅଭିଷେକ, ଜାଣନ୍ତୁ କାହିଁକି

ଗତ ରବିବାର ରାତିରେ ସବୁଠାରୁ ଲୋକପ୍ରିୟ ଟିଭି ଶୋ 'ଦ କପିଲ ଶର୍ମା ଶୋ'ରେ ଅଭିନେତା ଗୋବିନ୍ଦା ଯୋଗ ଦେଇଥିଲେ। କପିଲ ଶର୍ମା, କିକୁ ଶାରଦା, ସୁମୋନା ଚକ୍ରବର୍ତ୍ତୀ ଏବଂ ଚନ୍ଦନ ପ୍ରଭାକର ଶୋ’କୁ ଆସିବା ମାତ୍ରେ ସେମାନଙ୍କ ସହ ବହୁତ ମଜା କରିଥିଲେ, କିନ୍ତୁ ଏହି ସମୟ ମଧ୍ୟରେ ଗୋବିନ୍ଦାଙ୍କ ଭଣଜା…