ରିୟାଲିଟି ସୋ ‘ଡ୍ୟାନ୍ସ ଦିୱାନେ’ରେ ୩୭ ବର୍ଷ ପରେ ଗୋବିନ୍ଦା ପୁଣି ସ୍ତ୍ରୀ ସୁନୀତାଙ୍କୁ କଲେ ବିବାହ, ଭାଇରାଲ ହେଉଛି…
ବଲିଉଡ ଇଣ୍ଡଷ୍ଟ୍ରୀରେ ନିଜର ଦମ୍ଦାର ଅଭିନୟ ଏବଂ ଡ୍ୟାନ୍ସ ଯୋଗୁ ଗୋବିନ୍ଦା ସମସ୍ତଙ୍କ ମନ ଜିତିଥାନ୍ତି । କିନ୍ତୁ ଏବେ ଏହି ଅଭିନେତା ଫିଲ୍ମ ସ୍କ୍ରିନରୁ ଦୂରରେ ରହିଛନ୍ତି, ହେଲେ ବେଳେବେଳେ ତାଙ୍କୁ ଟିଭି ପରଦାରେ ଦେଖିବାକୁ ମିଳିଥାଏ । ତେବେ ଏବେ ମଧ୍ୟ ଲୋକମାନେ ତାଙ୍କ ଅଭିନୟକୁ ବହୁତ…