Browsing Tag

govt give 2000

ଆକାଉଣ୍ଟକୁ ୨୦୦୦ ଟଙ୍କା ଆସିନଥିଲେ ଏହି ନମ୍ବରକୁ କରନ୍ତୁ କଲ୍‌, ତୁରନ୍ତ ମିଳିଯିବ ପଇସା

ସାରା ଦେଶରେ କରୋନା ଭାଇରସ୍‌ର ପ୍ରକୋପ ଜାରି ରହିଥିବା ବେଳେ ସରକାର ଗରିବ ଓ କୃଷକଙ୍କୁ ରାସନ ସହ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରୁଛନ୍ତି। ପିଏମ୍‌ କିଷାନ ଯୋଜନା ଅନ୍ତର୍ଗତ କୃଷକଙ୍କ ଖାତାରେ ସରକାର ୨୦୦୦ ଟଙ୍କା ଟ୍ରାନ୍ସଫର କରିଛନ୍ତି। ଏନେଇ ଅର୍ଥମନ୍ତ୍ରୀ ଟ୍ଵିଟ୍‌ କରି ସୂଚନା ଦେଇଛନ୍ତି…