ଏକଲବ୍ୟ ମେଡାଲ ସ୍କୁଲରେ ଖାଲିପଡିଛି ୪୦୬୨ ପଦବୀ, ଜାଣନ୍ତୁ କେଉଁଠି ଓ କେମିତି କରିବେ ଆବେଦନ
ଏକଲବ୍ୟ ମେଡାଲ ସ୍କୁଲରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ ଗ୍ରହଣ କରୁଛି । ଏଠାରେ ୪ ହଜାର ପଦବୀ ପାଇଁ ଆବେଦନ ତାରିଖ ୩୧ ଜୁଲାଇ ରହିଥିଲା, ଯାହା ଏବେ ବଢି ୧୮ ଅଗଷ୍ଟ ୨୦୨୩ ହୋଇଛି । ଯେଉଁମାନେ ଆବେଦନ କରିନାହାନ୍ତି, ସେମାନେ ତୁରନ୍ତ ଆବେଦନ କରିପାରିବେ । ମିନିଷ୍ଟ୍ରି ଅଫ ଟ୍ରାଇବଲ ଆଫେୟର୍ସ…