୧୨ଶ ପାସ୍ କରିଥିବା ପ୍ରାର୍ଥୀ ସରକାରୀ ଚାକିରି ପାଇଁ କରନ୍ତୁ ଆବେଦନ
ରାଜଧାନୀରେ ସରକାରୀ ଚାକିରି ଖୋଜୁଥିଲେ, ଆପଣଙ୍କ ପାଇଁ ଖୁସି ଖବର । ଦିଲ୍ଲୀ ସବଅର୍ଡିନେଟ ସଭିସେସ ସିଲେକ୍ସନ ବୋର୍ଡ ପକ୍ଷରୁ ଖାଲିପଡିଛି ପଦବୀ । ଏବେ ଆବେଦନ କରିବାର ଲିଙ୍କ ଖୋଲିଯାଇଛି । ଏଥିପାଇଁ ଆପଣ dsssb.delhi.gov.in କୁ ଯାଇ ଆବେଦନ କରିପାରିବେ ।
ପଦବୀ ବିବରଣୀ : ୪୧୪
ଏହି…