Browsing Tag

govt property

ଇମ୍ଫାର ସରକାରୀ ଜମିରେ ପାଚେରୀ ନିର୍ମାଣ ନେଇ ଅଞ୍ଚଳବାସୀଙ୍କ ତୀବ୍ର ବିରୋଧ, ଥାନାରେ ଦେଲେ ଏତଲା

କଟକ ଜିଲ୍ଲା ଚୌଦ୍ୱାର ସ୍ଥିତ ଇମ୍ଫା କମ୍ପାନୀ ବେଆଇନ ଭାବରେ ସରକାରୀ ଜମିରେ ପାଚେରୀ ନିର୍ମାଣ କରିଥିବା ଅଭିଯୋଗ । ଏନେଇ ଚୌଦ୍ୱାର ଥାନାରେ ଏତଲା ଦେଇଛନ୍ତି ଅଞ୍ଚଳବାସୀ। ଅଭିଯୋଗ ହୋଇଛି, କପାଳେଶ୍ୱର ମୌଜାର ୧୦ଟି ପ୍ଲଟରେ ଥିବା ୩ ଏକର ୭ ଡେସିମିଲ୍‌ ସରକାରୀ ଜମିକୁ ଚଞ୍ଚକତା କରି ଇମ୍ଫା…