ଜଣାନ୍ତୁ ହଠାତ୍ ଟମାଟୋ ଓ ପିଆଜର ଦର ଆକାଶ ଛୁଆଁ ହେବାର କାରଣ
ପିଆଜ ଓ ଟମାଟୋ ଭଳି ନିତିବ୍ୟବହୃତ ପନିପରିବାର ମୂଲ୍ୟ ହଠାତ୍ ବଢିବା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହି ଦର ବୃଦ୍ଧି ସେମାନଙ୍କ ପକେଟରେ ଏକ ବଡ଼ ବୋଝ ପରି ଲଦି ହୋଇଛି । ଗତ ବର୍ଷ ଅପେକ୍ଷା ଚଳିତବର୍ଷ ଆଳୁ ଓ ପିଆଜର ଦର ପାଖାପାଖି ୫୦% ପର୍ଯ୍ୟନ୍ତ ବଢିଛି । ଆପଣ…