ଅଫିସ କମ୍ପ୍ୟୁଟରରେ ଗେମ ଓ ମୁଭି କରନ୍ତୁନାହିଁ ଡାଉନଲୋଡ୍, ନିର୍ଦ୍ଦେଶନାମା ଜାରି କଲା ଆଇଟି ମନ୍ତ୍ରଣାଳୟ
ଇଲେକ୍ଟ୍ରୋନିକ୍ସ ଏବଂ ଆଇଟି ମନ୍ତ୍ରଳାୟ କେନ୍ଦ୍ରୀୟ କର୍ମଚାରୀମାନଙ୍କୁ ଅଫିସ୍ କମ୍ପ୍ୟୁଟରରେ ଗେମ୍, ଫିଲ୍ମ ଏବଂ ମନୋରଞ୍ଜନର ଅନ୍ୟାନ୍ୟ ସାଇଟ୍ସକୁ ଖୋଲିବା କିମ୍ବା ଡାଉନଲୋଡ ନ କରିବାକୁ ପରାମର୍ଶ ଦେଇଛି । କର୍ମଚାରୀମାନଙ୍କୁ ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ନେଟୱାର୍କିଂ ସାଇଟରେ ସେମାନଙ୍କର…