Browsing Tag

govt school

ପୁରୀ ବନ୍ୟାଞ୍ଚଳରେ ସୋମବାର ଓ ମଙ୍ଗଳବାର ସ୍କୁଲ ଛୁଟି, ଘୋଷଣା କଲେ ଗଣଶିକ୍ଷା ମନ୍ତ୍ରୀ

ପୁରୀ: ଲଗାଣ ବର୍ଷା ଯୋଗୁ ଆସିଥିବା ବନ୍ୟା ପ୍ରଭାବରେ ଏବେ ସାରା ରାଜ୍ୟ ଜଳବନ୍ଦୀ ରହିଛି। ଏଭଳି ସ୍ଥିତିରେ ପୁରୀ ଜିଲ୍ଲାର କିଛି ଅଞ୍ଚଳ ମଧ୍ୟ ପାଣି ଘେରରେ ରହିଛି। ବନ୍ୟାସ୍ଥିତିକୁ ଦୃଷ୍ଟିରେ ରଖି ପୁରୀ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ସ୍କୁଲକୁ ୨ ଦିନ ପାଇଁ ଛୁଟି ଘୋଷଣା କରାଯାଇଛି। ସ୍କୁଲ…

ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍‌କ୍ରିମ୍‌, ଚାଟ୍‌, ଗୁପ୍‌ଚୁପ୍‌; ପ୍ରଶାସନ ପକ୍ଷରୁ ଜାରି ହେଲା…

ଆଉ ସ୍କୁଲ ସାମ୍ନାରେ ବିକ୍ରି ହେବନି ଆଇସ୍‌କ୍ରିମ୍‌ ଓ ଫାଷ୍ଟ ଫୁଡ୍‌। ଟ୍ରାଫିକ୍‌ ଜାମ୍‌ ହେଉଥିବାରୁ ଏସବୁ ଦୋକାନକୁ ସ୍କୁଲ ସାମ୍ନାରେ ବିକ୍ରି ବନ୍ଦ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି। ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ ପ୍ରଶାସନ ଏଭଳି ଘୋଷଣା କରିଛନ୍ତି। ପ୍ରଶାସନ ପକ୍ଷରୁ ସ୍କୁଲ…

ସରକାରୀ ସ୍କୁଲରେ ପଢ଼ୁଥିବା ପିଲାଙ୍କୁ ହିଁ କେବଳ ମିଳିବ ସରକାରୀ ଚାକିରି, ଶିକ୍ଷାମନ୍ତ୍ରୀଙ୍କ ବଡ଼ ଘୋଷଣା

ସରକାରୀ ସ୍କୁଲରେ ପଢ଼ୁଥିବା ପିଲା ହିଁ କେବଳ ସରକାରୀ ଚାକିରି କରିପାରିବେ। ଏଭଳି ଘୋଷଣା କରିଛନ୍ତି ଝାଡ଼ଖଣ୍ଡର ସୁବେର ଶିକ୍ଷା ମନ୍ତ୍ରୀ ଜଗନ୍ନାଥ ମହତୋ। ରାଜ୍ୟରେ ୯୫ ପ୍ରତିଶତ ଶିକ୍ଷକଙ୍କୁ ଅଣଶିକ୍ଷାଦାନ କାର୍ଯ୍ୟରୁ ମୁକ୍ତ କରିବାକୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି। ଏବେ ଶିକ୍ଷକମାନେ…

ସରକାରୀ ସ୍କୁଲରେ ଏଣିକି ଗୋଟିଏ ଶ୍ରେଣୀରେ ରହିବେ ଦୁଇ ଶିକ୍ଷକ

ନୂଆଦିଲ୍ଲୀ : ରାଜଧାନୀର ସମସ୍ତ ସରକାରୀ ସ୍କୁଲରେ ଏବେ ଗୋଟିଏ ଶ୍ରେଣୀରେ ଗୋଟିଏ ବିଷୟ ପାଇଁ ଦୁଇ ଜଣ ଶିକ୍ଷକ ରହିବେ। ଏହି ବ୍ୟବସ୍ଥା ସେତେବେଳେ ଲାଗୁ ହେବ ଯେତେବେଳେ ଗୋଟିଏ ଶ୍ରେଣୀର ପିଲାମାନେ ଗୋଟିଏ କୋଠରୀରେ ବସିବେ। ଏହି ବ୍ୟବସ୍ଥା ଦଶମ ଶ୍ରେଣୀ ପର୍ଯ୍ୟନ୍ତ ହେବ ଏବଂ ଦୁଇ ଜଣ…