ଜୁଲାଇ ୧ ରୁ ଆରମ୍ଭ ହେବ କି ଅନଲକ୍ ୨.୦ ! କ’ଣ ରଣନୀତି ଆପଣାଇବେ ରାଜ୍ୟ ସରକାର
ଅନଲକ୍ ୧ ର ଅବଧି ସରିବାକୁ ଯାଉଛି। ଜୁଲାଇ ୧ ରୁ ଆରମ୍ଭ ହେବ ଅନଲକ୍ ୨.୦ । ଜୁନ୍ ୮ ରୁ ଦେଶର ତାଲା ଖୋଲିଥିଲେ କେନ୍ଦ୍ର ସରକାର । ହେଲେ ସଂକ୍ରମଣକୁ ଦେଖି ସବୁ ରାଜ୍ୟର ତାଲା ଖୋଲି ନଥିଲା । ଏବେ ସଂକ୍ରମଣ ଆହୁରି ଭୟାନକ ହେଉଛି। ଦେଖିବା ଅନଲକ୍-୨ରେ କେଉଁ ରାଜ୍ୟ କି ପଦକ୍ଷେପ…