IRCON ରେ ଖାଲିପଡିଛି ପଦବୀ, ଗ୍ରାଜୁଏଟ ଠାରୁ ଆରମ୍ଭ କରି ଡିପ୍ଲୋମା ପ୍ରାର୍ଥୀ କରିପାରିବେ ଆବେଦନ
ଇରକନ ଇଣ୍ଟରନ୍ୟାସନାଲ ଲିମିଟେଡ୍ରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଏଥିରେ ଅପାରଣ୍ଟିସ ପଦବୀ ପାଇଁ ଭର୍ତ୍ତି କରାଯିବ । ଏହି ଅଭିଯାନ ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ଅଫିସିଆଲ େଓ୍ଵବସାଇଟ ircon.org କୁ ଯାଇ ଆବେଦନ କରିପାରିବେ । ଆବେଦନ କରିବାର ଶେଷ ତାରିଖ ୧୫…