Browsing Tag

grand alliance

ବିଜେଡି ବିରୋଧରେ ବିରୋଧୀଙ୍କ ମେଳି, ଦାନା ବାନ୍ଧୁଛି ରାଜ୍ୟରେ ମହାମେଣ୍ଟ ଗଠନ

ଭୁବନେଶ୍ବର : ବିଜେଡି ବିରୋଧରେ ମେଳି ବାନ୍ଧୁଛନ୍ତି ବିରୋଧୀ । ଦାନା ବାନ୍ଧୁଛି ରାଜ୍ୟରେ ମହାମେଣ୍ଟ ଗଠନ। ଚାଲିଛି ନେତା ନେତାଙ୍କ ମଧ୍ୟରେ କଥାବାର୍ତ୍ତା। ବୈଜୟନ୍ତ, ଦାମବାବୁ, ବ୍ରଜ ତ୍ରିପାଠୀଙ୍କ ସହ ଆଲୋଚନା ହୋଇଛି। ରାଜ୍ୟ ସରକାରଙ୍କ ବିରୋଧରେ ଲଢିବା ପାଇଁ ଗଠନ ହେବାକୁ ଯାଉଛି…