୩୦ କୋଟି ଟଙ୍କାର ସମ୍ପତ୍ତି, ନାତି ଆଇଏଏସ ଅଫିସର, ତଥାପି ଶୁଖିଲା ରୁଟିରେ ବିତୁଥିଲା ଜୀବନ, ଶେଷରେ ଜୀବନ ହାରିଦେଲେ…
ଚଣ୍ଡୀଗଡ଼ : ବୁଢ଼ା ବାପା-ମା’ଙ୍କର ଶେଷ ଜୀବନରେ ସାହାରା ପାଲଟିଥାଏ ପୁଅ । ହେଲେ ପୁଅ ପାଇଁ ଯଦି ବାପା-ମା’ ବୋଝ ପାଲଟି ଯାଆନ୍ତି । ସେଠି ବାପା-ମା’ଙ୍କ ଜୀବନ ଦୁର୍ବିସହ ହୋଇ ପଡିଥାଏ । ଏମିତି ଏକ ହୃଦୟ ବିଦାରକ ଘଟଣା ସାମନାକୁ ଆସିଛି ହରିୟାଣାର ଚଖରୀ ଦାଦରୀ ଅଂଚଳରେ । ପୁଅର ବ୍ୟବହାରରେ…