କେନ୍ଦୁଝର ମାଟିରେ ହୋଇଛି ଅଙ୍ଗୁର ଚାଷ, ଆଗକୁ ବଡ଼ ଆକାରରେ ଚାଷ କରିବାକୁ ଲକ୍ଷ୍ୟ
କେନ୍ୟୁଜ୍(ବ୍ୟୁରୋ): ଫଳିଛି ସବୁଜ ରଙ୍ଗର ପେନ୍ଥା ପେନ୍ଥା ଅଙ୍ଗୁର । ବାଉଁଶ ତିଆରି ଭାଡ଼ିରେ ମାଡ଼ିଛି ଅଙ୍ଗୁର ଲତା । ସମ୍ପୂର୍ଣ୍ଣ ଭାଡ଼ିଟି ସବୁଜ ଦେଖାଯାଉଛି । ଗୋଟିଏ କି ଦୁଇଟି ନୁହେଁ ଶହ ଶହ ଅଙ୍ଗୁର ପେନ୍ଥାରେ ଅଙ୍ଗୁର ଫଳିଛି । ଭାଡ଼ିରେ ଧାଡ଼ି ଧାଡ଼ି ହୋଇ ଅଙ୍ଗୁର ପେନ୍ଥା ଓହଳୁଛି । ଯାହା…