Browsing Tag

grater noida

ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ କାର ଦୁର୍ଘଟଣାରେ ପରଲୋକ, ଦୁଇ ସାଙ୍ଗ ଗୁରୁତର

ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ଦୁଇ ଜଣ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ରୋହିତ ଭାଟି ଇନଷ୍ଟାଗ୍ରାମ ଏବଂ ଫେସବୁକରେ ‘ରାଓ୍ଵଡି…

ପ୍ରଥମ ଜନ୍ମଦିନ ପାଳନ ପାଇଁ ସମସ୍ତେ ଘର ସଜାରେ ଥିଲେ ବ୍ୟସ୍ତ, ସେପଟେ ୧୨ ମହଲା ସିଢିରୁ ଖସିପଡି ଶିଶୁପୁତ୍ର ମୃତ

ଦିଲ୍ଲୀର ଗ୍ରେଟର ନୋଏଡାରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ହସଖୁସିରେ ଫାଟିପଡୁଥିବା ପରିବାରରେ କ୍ଷଣିକରେ ଦୁଃଖର ବାଦଲ ଦେଖାଦେଇଛି। ୧୨ମହଲାରୁ ଖସିପଡି ଜୀବନ ହାରିଛି ବର୍ଷିକିଆ ପିଲା। ସୂଚନା ମୁତାବକ, ଗ୍ରେଟର ନୋଏଡାର କାସା ଗ୍ରୀନ୍ସ୧ ହାଉସିଂ ସୋସାଇଟିରେ ସତ୍ୟେନ୍ଦ୍ର କୋମନ ନାମକ ଜଣେ…