ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ କାର ଦୁର୍ଘଟଣାରେ ପରଲୋକ, ଦୁଇ ସାଙ୍ଗ ଗୁରୁତର
ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ଦୁଇ ଜଣ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ରୋହିତ ଭାଟି ଇନଷ୍ଟାଗ୍ରାମ ଏବଂ ଫେସବୁକରେ ‘ରାଓ୍ଵଡି…