ଶ୍ମଶାନ ସଫା କରି ଚର୍ଚ୍ଚାରେ ବିଧାୟକ, ସାଧାରଣ ଜୀବନଚର୍ଯ୍ୟାରେ କାଟୁଛନ୍ତି ଜୀବନ
ନବରଙ୍ଗପୁର(କେନ୍ୟୁଜ): ନିର୍ବାଚିତ ହେବା ପରେ ପ୍ରଥମଥର ପାଇଁ ଯେତେବେଳେ ସେ ନିଜ ନବରଙ୍ଗପୁର ମାଟିରେ ପହଁଚିଥିଲେ ନବରଙ୍ଗପୁର ସହରକୁ ପ୍ରବେଶ ପୂର୍ବରୁ ମାଟିରେ ଶୋଇ ପ୍ରଥମେ ମୁଣ୍ଡିଆ ମାରିଥିଲେ । ଯାହା ଏ ମାଟି ପ୍ରତି ଥିବା ତାଙ୍କ ଭଲପାଇବା ଆଉ ସମ୍ମାନକୁ ଜଣାଇଥିଲା । ପୁଣି ଥରେ ସାଧାରଣ…