ଦୌଡ ପ୍ରତିଯୋଗିତା ଜିତିଲେ ୧୦୫ ବର୍ଷୀୟ ବୃଦ୍ଧା, ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ କଲେ ରେକର୍ଡ
ଡେରାଡୁନରେ ଆୟୋଜିତ ହୋଇଥିବା ନ୍ୟାସନାଲ ଆଥଲେଟିକ୍ସ ଚାମ୍ପିଅନସିପରେ ରେକର୍ଡ କରିଛନ୍ତି ୧୦୫ ବର୍ଷୀୟ ବୃଦ୍ଧା । ଅଲବରର ପୂର୍ବ ମହାରାଣୀଙ୍କ ସ୍ମୃତିରେ ଆୟୋଜିତ ଯୁବରାଣୀ ମହେନ୍ଦ୍ରକୁମାରୀ ଜାତୀୟ ଆଥଲେଟିକ୍ସ ଚାମ୍ପିଅନସିପରେ ୧୦୦ ମିଟର ଦୌଡ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛି…