greatness of snehangini churia

ବିଧାୟିକା ସ୍ନେହାଙ୍ଗିନୀ ଛୁରିଆଙ୍କ ମହାନତା : କୁନି ଝିଅର ଅପରେସନ୍‌ର ସମସ୍ତ ଖର୍ଚ୍ଚ ବହନ କରି ରକ୍ଷା କଲେ ଜୀବନ

ବରଗଡ: ବିଧାୟିକାଙ୍କ ମହାନତା। ବଞ୍ଚାଇଲେ ଗୋଟେ କୁନି ଝିଅର ଜୀବନ। କୁନି ଝିଅର ଅସ୍ତ୍ରୋପଚାର କରାଇ ଜୀବନ ରକ୍ଷା କରିଛନ୍ତି ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ।…

4 years ago