Browsing Tag

greece

ଦୁନିଆର ସବୁଠାରୁ ବିପଜ୍ଜନକ ପର୍ବ, ଯାହା ମୃତ୍ୟୁକୁ କରେ ଆମନ୍ତ୍ରଣ

ଦୁନିଆର ଅନେକ ଧର୍ମର ଲୋକମାନେ ବିଭିନ୍ନ ପର୍ବପର୍ବାଣି ପାଳନ କରନ୍ତି । ପ୍ରତ୍ୟେକ ବ୍ୟକ୍ତି ନିଜ ଖୁସି ସେଲିବ୍ରେଟ କରିବା ପାଇଁ ପର୍ବପର୍ବାଣି ପାଳନ କରନ୍ତି, କିନ୍ତୁ ଦୁନିଆରେ ଗୋଟିଏ ଏଭଳି ପର୍ବ ଅଛି ଯାହା ମୃତ୍ୟୁକୁ ଆମନ୍ତ୍ରଣ କରିଥାଏ । ପ୍ରତ୍ୟେକ ବ୍ୟକ୍ତି ପର୍ବପର୍ବାଣି ମାନଙ୍କରେ…

ଗ୍ରୀସ୍‌: ଘାସ ଭାବି ୧୦୦ କିଲୋ ଭାଙ୍ଗ ଖାଇଗଲେ ମେଣ୍ଢା!

ଗ୍ରୀସ୍‌ର ଥିସ୍‌ଲିରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଅଲିସ୍‌ରୋମ୍‌ ସହରରେ ଏକ ମେଣ୍ଢା ଦଳ ଘାସ ଭାବି ୧୦୦ କିଲୋ ଭାଙ୍ଗ ଖାଇ ଦେଇଛନ୍ତି। ଗ୍ରୀନ୍‌ହାଉସ ଭିତରେ ଚାଷ ହୋଇଥିବା ୧୦୦ କିଲୋ ଭାଙ୍ଗ ଖାଇ ମେଣ୍ଢାମାନେ ଅଜବ ପ୍ରକାର ହରକତ୍‌ କରିବାକୁ ଲାଗିଥିଲେ। ମେଣ୍ଢାମାନଙ୍କ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ଗ୍ରାଣ୍ଡ କୋର୍ସ ଅଫ ଦ ଅର୍ଡର ଅଫ୍‌ ଅନର’ରେ ସମ୍ମାନିତ କଲେ ଗ୍ରୀସ ରାଷ୍ଟ୍ରପତି, ଧନ୍ୟବାଦ…

ଗ୍ରୀସରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସବୁଠାରୁ ବଡ ନାଗରିକ ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥେନ୍ସ ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଗ୍ରାଣ୍ଡ କୋର୍ସ ଅଫ ଦ ଅର୍ଡର ଅଫ୍‌ ଅନର ସମ୍ମାନିତ କରିଛନ୍ତି ଗ୍ରୀସ ରାଷ୍ଟ୍ରପତି କତେରିନା ଏନ୍‌ ସକେଲାରୋପୋଲୁ। ପିଏମ ମୋଦି ଟ୍ଵିଟ୍‌ କରି…

ଗ୍ରୀସ ବୋଟ ଟ୍ରାଜେଡି : ପାକିସ୍ତାନ ଆଖିରେ ଲୁହ, ୬୦୦ ମୃତକଙ୍କ ମଧ୍ୟରୁ ୩୦୦ରୁ ଅଧିକ ପାକିସ୍ତାନୀ

ନୂଆଦିଲ୍ଲୀ : ଗ୍ରୀସ ବୋଟ ଟ୍ରାଜେଡିରେ ଅଧିକ ହରାଇଛି ପାକିସ୍ତାନ । ଏଥିରେ ୩୦୦ ରୁ ଅଧିକ ପାକିସ୍ତାନୀଙ୍କ ମୃତ୍ୟୁ ଘଟିଛି। ସମସ୍ତ ଦାଦନ ଭାବେ ୟୁରୋପକୁ କାମ ଅନେ୍ଵଷଣରେ ଯାଉଥିଲେ । ଏହି ଘଟଣା ପରେ ୧୦ ଜଣ ଦାଦନ ଚାଲାଣକାରୀଙ୍କୁ ଗିରଫ କରିଛି ପାକିସ୍ତାନ। ସବୁ ଏଜେଣ୍ଟଙ୍କୁ ଗିରଫ କରି…

ଗ୍ରୀସରେ ବୁଡିଲା ଡଙ୍ଗା: ୭୯ ମୃତ, ଶତାଧିକ ନିଖୋଜ

ଗ୍ରୀସରେ ଡଙ୍ଗା ବୁଡି ୭୯ ଜଣଙ୍କର ମୃତ୍ୟୁ ହୋଇଛି । ଡଙ୍ଗାରେ ପାକିସ୍ତାନ, ମିଶର ଓ ସିରିୟାର ଲୋକମାନେ ଯାତ୍ରା କରୁଥିଲେ । ଅନେକ ନିଖୋଜ ମଧ୍ୟ ରହିଛନ୍ତି । ତେବେ ଡଙ୍ଗାରେ ମୋଟ ୭୫୦ ଜଣ ଯାତ୍ରୀ ଯାତ୍ରା କରୁଥିଲେ । ଘଟଣା ପରେ ତତ୍‌କାଳ ରେସକ୍ୟୁ ଅପରେସନ ଜାରି ରହିଥିବା ବେଳେ ମୃତକଙ୍କ…

ଗ୍ରୀସ୍‌ରେ ୫.୫ ତୀବ୍ରତାର ଭୂମିକମ୍ପ; ସୁନାମି ଆଲର୍ଟ! ପ୍ରଭାବିତ ଅଞ୍ଚଳର ଲୋକେ ଉଚ୍ଚ ସ୍ଥାନକୁ ସ୍ଥାନାନ୍ତର

ଗ୍ରୀସ୍ (ୟୁନାନ)ରେ ସୋମବାର ଭୂମିକମ୍ପ ଝଟକା ଅନୁଭୂତ ହୋଇଛି। ଏଠାରେ କ୍ରେତେରେ ସକାଳେ ଆସିଥିବା ଭୂମିକମ୍ପର ତୀବ୍ରତା ଥିଲା ୫.୫। ଏହାଦ୍ୱାରା ସୁନାମି ହେବାର ଆଶଙ୍କା ସୃଷ୍ଟି ହୋଇଛି। ଏହାରି ଭିତରେ ମନିଟରିଂ ଏଜେନ୍ସିଗୁଡ଼ିକୁ ଉପକୂଳବର୍ତ୍ତୀ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସୁରକ୍ଷିତ…

ଗ୍ରୀସରେ ଶୁଭୁଛି ବନ୍ଦେ ମାତରମ୍‌ ଧ୍ୱନି, ପିଏମ୍‌ ମୋଦୀ ଦେଖି କରିଲେ ତାରିଫ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବର୍ଷ ୨୦୨୧ରେ ଶେଷ ଥର ପାଇଁ ଦେଶବାସୀଙ୍କୁ ନିଜ କାର୍ଯ୍ୟକ୍ରମ ମନ୍‌ କି ବାତ୍‌ ଜରିଆରେ ସମ୍ବୋଧିତ କରିଛନ୍ତି। ଏହାରି ଭିତରେ ସେ ଏକ ଭିଡ଼ିଓ ସମ୍ପର୍କରେ କହିଥିଲେ। ଏହି ଭିଡ଼ିଓରେ କିଛି ବିଦେଶୀ ଝିଅ ଆମ ଦେଶର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍‌ ଗାଉଥିବାର…