ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ମିଳିଲା ‘ଆଉଟଷ୍ଟାଣ୍ଡିଂ…
କେନ୍ୟୁଜ୍(ବ୍ୟୁରୋ): ଶିକ୍ଷାବିତ୍ ଓ ସମାଜସେବୀ ତଥା କିଟ୍ ଓ କିସ୍ ପ୍ରତିଷ୍ଠାତା ଡ.ଅଚ୍ୟୁତ ସାମନ୍ତଙ୍କୁ ଆଉଟଷ୍ଟାଣ୍ଡିଂ ଗ୍ରୀନ୍ ଆକ୍ଟିଭିଷ୍ଟ ସମ୍ମାନ। ଇଣ୍ଡିଆନ ଫେଡେରେସନ ଅଫ ଗ୍ରୀନ ଏନର୍ଜୀ(IFGE) ପକ୍ଷରୁ ଡ.ସାମନ୍ତଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ସୋମବାର ନୂଆଦିଲ୍ଲୀଠାରେ…