Browsing Tag

green yolk egg

ଆଶ୍ଚର୍ଯ୍ୟ ! କେରଳରେ ଏକ କୁକୁଡା ଦେଲା ସବୁଜ କେସର ବାଲା ଅଣ୍ଡା, ବିଶ୍ୱାସ ହେଉନଥିଲେ ଦେଖନ୍ତୁ ଭିଡିଓ

ହାଲୁକା ହଳଦିଆ ଠାରୁ ନେଇ ଅରେଞ୍ଜ ରଙ୍ଗ ପଯ୍ୟର୍ନ୍ତ କୁକୁଡା ଅଣ୍ଡା କେସରର ରଙ୍ଗ ଅଲଗା ଅଲଗା ହୋଇଥାଏ। ଏହା ଠାରୁ କେବେବି ଅଲଗା ହୋଇପାରେ ନା। କିନ୍ତୁ କିଛି ସମୟ ପୂର୍ବରୁ ଏକ ଏମିତି ମାମଲା ସାମ୍ନାକୁ ଆସିଛି ଯେଉଁଠି କେରଳର ଏକ ଫାର୍ମରେ କୁକୁଡାଟେ ସବୁଜ କେସର ବାଲା ଅଣ୍ଡା ଦେଇଛି।…