ପୃଥିବୀ ଉପରେ ମାଡ଼ି ଆସୁଛି ବଡ଼ ବିପଦ, ଗ୍ଲେସିୟର ତରଳିବାରୁ ୟୁକେ-ଗ୍ରୀନଲ୍ୟାଣ୍ଡରେ ଆସିପାରେ ଭୟଙ୍କର ସୁନାମୀ
ପୃଥିବୀ ଉପରେ ମାଡ଼ି ଆସୁଛି ବଡ଼ ବିପଦ। ପୁଣିଥରେ ଆସିପାରେ ଭୟଙ୍କର ସୁନାମୀ। ଜଳବାୟୁ ପରିବର୍ତ୍ତନ ନେଇ ପ୍ରତିଦିନ ନୂଆ ନୂଆ ଭବିଷ୍ୟତବାଣୀ ଆସୁଥିବା ବେଳେ ଏବେ ଏଭଳି ସତର୍କ ସୂଚନା ଦେଇଛନ୍ତି ବିଶେଷଜ୍ଞ। ନିକଟରେ ଜଳବାୟୁ ପରିବର୍ତ୍ତନ ନେଇ ଏକ ଅଧ୍ୟୟନ ହୋଇଥିଲା। ଏହି ରିସର୍ଚ୍ଚରେ ଅଂଶଗ୍ରହଣ…