କଳିଯୁଗରେ ରଚିଲା ସ୍ୱୟଂମ୍ବର, ବର ଭାଙ୍ଗିଲେ ଶିବ ଧନୁ ତାପରେ ପଡିଲା ବରଣମାଳା
ଆମ ଦେଶରେ ବେଳେବେଳେ ବହୁ ଅଜବ ଘଟଣା ଘଟିଯାଏ, ଯାହାକୁ ବିଶ୍ୱାସ କରିବା ମୁସକିଲ ହୋଇଯାଏ। ଭାରତୀୟ ପରମ୍ପରା ସବୁଠୁ ନିଆରା ଆଉ ଅଲଗା। ଆପଣ ପ୍ରଭୂ ଶ୍ରୀରାମଚନ୍ଦ୍ରଙ୍କ ରାମାୟଣ କାହାଣୀ ନିଶ୍ଚୟ ଶୁଣିଥିବେ । ପ୍ରଭୁ ରାମଙ୍କ ସ୍ୱୟଂମ୍ବର ବି ଆପଣ ଟେଲିଭିଜନରେ ଦେଖିଥିବେ । କେମିତି ଶିବଙ୍କ ଧନୁ…