Browsing Tag

groom death

କେନ୍ଦୁଝର : ବଜ୍ରାଘାତ ଉଜାଡ଼ି ଦେଲା ସଂସାର, ଚତୁର୍ଥୀ ଭୋଜି ବେଳେ ଲିଭିଗଲା ବରର ଜୀବନ ଦୀପ

କେନ୍ଦୁଝର (କେନ୍ୟୁଜ୍) : ଚାଲିଥିଲା ବିବାହର ଚତୁର୍ଥୀ ଭୋଜି । ନାଚ ଗୀତରେ ଦୁଲୁକୁଥିଲା ପରିବେଶ । ଏହି ସମୟରେ ହଠାତ୍ କାହିଁ କେଉଁଆଡୁ ଯମଦୂତ ପରି ମାଡି ଆସିଲା ପବନ । ଖୁସିର ଆସରାରେ ଛାଇ ଗଲା କଳା ବାଦଲ । ଆଉ ଦେଖାଇଲା କାଳବୈଶାଖୀର ତାଣ୍ଡବ ରୂପ । ପ୍ରଚଣ୍ଡ ଘଡଘଡି ଆଉ ଚକ୍ ଚକ୍ ବିଜୁଳି…