ନିୟମ ଭାଙ୍ଗିବା ପଡିଲା ଭାରି, ବରଯାତ୍ରୀ ନାଚର ଫାଇନ ଗଣିଲେ ବର
ପାରଳାଖେମୁଣ୍ଡି(କେ ନ୍ୟୁଜ): ଗଜପତି ଜିଲ୍ଲା ଗୁରାଣ୍ଡି ଥାନା ଅନ୍ତର୍ଗତ ତାଟିପେଟି ଗ୍ରାମରେ ନବ ବିବାହିତ ବର କରୋନା ନିୟମ ଭାଙ୍ଗି ତଣ୍ଡ ଗଣିଛନ୍ତି ୧୫ ହଜାର ଟଙ୍କା । ସାଧାରଣତଃ ବିବାହ ସରିବା ପରେ ତେଲୁଗୁ ସଂମ୍ପ୍ରଦାୟଙ୍କର ପ୍ରୋସେସନ୍ ଖୁବ ଜାକଜକମରେ ବାହାର କରାଯାଇଥାଏ । ଠିକ ସେମିତି…