ଚତୁର୍ଥୀ ଦିନରେ କନ୍ୟାକୁ ଛାଡି ଚମ୍ପଟ ମାରିଲା ବର
ବାଲେଶ୍ବର: କନ୍ୟାକୁ ଛାଡି ବର ହୋଇଛି ଫେରାର। ବାହାଘରର ଚତୁର୍ଥୀ ଦିନରେ କନ୍ୟା ଫେରିଲା ବାପଘରକୁ। ଗତ ୨୫ତାରିଖରେ ଖଇରା ଅଞ୍ଚଳର ଝିଅ ସହ ବାଲେଶ୍ୱର ଜିଲ୍ଲା ସୋର ସୀତୀପୁର ଗାଁର ଶଶୀକାନ୍ତ ପ୍ରଧାନଙ୍କ ବାହାଘର ହୋଇଥିଲା। ତେବେ ଚତୁର୍ଥୀ ଦିନ ଝିଅର ପରିବାର ଲୋକେ ଜାଣିବାକୁ ପାଇଲେ ତାଙ୍କ…