ସଂଘବଦ୍ଧ ଆକ୍ରମଣରେ ଜଣେ ମୃତ , ପୁଲିସର ତଦନ୍ତ ଆରମ୍ଭ
ଛତ୍ରପୁର : ଦିନକୁ ଦିନ ଅଶାନ୍ତ ହେଉଛି ଗଞ୍ଜାମ ଜିଲ୍ଲା । ପୁଣି ଜଣକୁ ପିଟି ପିଟି ହତ୍ୟା ଅଭିଯୋଗ ହୋଇଛି । ଏଭଳି ଘଟଣା ଛତ୍ରପୁର ଥାନା ଅଧିନ ବ୍ରାହ୍ମଣିଆ ପଲ୍ଲୀ ଗାଁରେ ଘଟିଛି । ଉକ୍ତ ଘଟଣାରେ ମୃତକ ହେଲେ ଏ. ଲାଚ୍ଛେୟା ପାତ୍ର । ଗତକାଲି ଗାଁ ନିକଟରେ ଥିବା ରେଳ ଫାଟକ ନିକଟରେ ୭ ରୁ ୮…