ଝିମିଟି ଖେଳରୁ ମହାଭାରତ: କୁକୁଡାକୁ ନେଇ ସଂଘର୍ଷ, ଚାଲିଗଲା ଜଣଙ୍କ ଜୀବନ
ଆନନ୍ଦପୁର: ଝିମିଟି ଖେଳରୁ ମହାଭାରତ । ସତରେ କ୍ରୋଧ ମଣିଷକୁ କେଉଁ ସ୍ତରରୁ କେଉଁ ସ୍ତରକୁ ନେଇଯାଏ ତାହାକୁ କଳ୍ପନା କରିବା ଅସମ୍ଭବ। ଠିକ୍ ଏମିତି ଏକ ଘଟଣା ଘଟିଯାଇଛି ଆନନ୍ଦପୁର ଉପଖଣ୍ଡ ନନ୍ଦିପଦା ଥାନା ଅଁରା ଗ୍ରାମରେ । ଯେଉଁଠି ଗୋଟିଏ କୁକୁଡା ପାଇଁ ଚାଲିଯାଇଛି ଜଣଙ୍କ ଜୀବନ।
ଘଟଣା…