ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୨ ଆହତ
କଟକ (କେନ୍ୟୁଜ): କଟକରେ ଗୋଷ୍ଠୀ ସଂଘର୍ଷ, ୨ ଆହତ। ପାଚେରୀ ନିର୍ମାଣଙ୍କୁ କେନ୍ଦ୍ର କରି କଟକ ଦେୱାନ ବଜାର ତନ୍ତିସାହି ଅଞ୍ଚଳରେ ଗୋଷ୍ଠୀ ସଂଘର୍ଷ। ଗତକାଲି ବିଳମ୍ବିତ ରାତିରେ୨ ଗୋଷ୍ଠୀ ମଧ୍ୟରେ ଢେଲା ପଥର ମାଡ଼ରେ ୨ ଜଣ ଆହତ ହୋଇଛନ୍ତି । ଏନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିଲା ।…