Browsing Tag

Group clashes

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଗୋଷ୍ଠୀ ସଂଘର୍ଷ, ୫ ଆହତ

ଆଠଗଡ଼ : ଗୋଷ୍ଠୀ ସଂଘର୍ଷରେ ୫ ଆହତ । ଆଠଗଡ଼ର ତିଗିରିଆ ଥାନା ଭୋଗଡା ଗାଁରେ ଗୋଷ୍ଠୀ ସଂଘର୍ଷ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ଏଥିରେ ପାଞ୍ଚଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ତିଗିରିଆ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ସଂଘର୍ଷରେ ଭୋଗଡା ସରପଞ୍ଚ,…

ନୂଆ ଅଟୋ ଦିଅ, ବର କନିଆଙ୍କୁ ନିଅ

ରାଜନଗର(କେନ୍ୟୁଜ୍‌): ଧୁମ୍ ଧାମ୍ ରେ ଆୟୋଜନ ହୋଇଥିଲା ବିବାହ । କାନ୍ଥ ଝଟକୁଥିଲା ପ୍ରତିମା ସହିତ ମାନସର ଶୁଭ ବିବାହ । ଭୋଜି ଭାତରେ ମହକୁଥିଲା ସାରା ପରିବେଶ । ବନ୍ଧୁ ବାନ୍ଧବ ଆସି ସଭିଏଁ ପହଁଚି ସାରିଥିଲେ ଏହି ଖୁସି ମାହୋଲରେ । ବରଯାତ୍ରୀ ବି ବରକୁ ଧରି କନିଆ ଘର ଅଭିଭୁଖେ…

ପଟିଆରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଗୋଷ୍ଠୀ ସଂଘର୍ଷ : ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା

ଭୁବନେଶ୍ୱର (କେନ୍ୟୁଜ): ପୁଣି ଅଶାନ୍ତ ରାଜଧାନୀ। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ବିଳମ୍ବିତ ରାତିରେ ବୁଲିଲା ଖଣ୍ଡା, ପଡ଼ିଲା ବୋମା। ଭୁବନେଶ୍ବର ମଞ୍ଚେଶ୍ବର ଥାନା ପଦ୍ମକେଶରୀପୁର କେଳାସାହିରେ ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ। ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଟେକାପଥର, ବୋତଲ ସହ ବୋମାମାଡ଼…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ପରେ ୧୪୪ ଜାରି, ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗମାର୍ଚ୍ଚ

ବଲାଙ୍ଗୀର(କେନ୍ୟୁଜ୍): ବଲାଙ୍ଗୀର ବଙ୍ଗୋମୁଣ୍ଡାରେ ପୋଲିସର ଫ୍ଲାଗମାର୍ଚ୍ଚ । ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଉତ୍ତେଜନା ପରେ ୧୪୪ ଧାରା ଜାରି। ବଙ୍ଗୋମୁଣ୍ଡାରେ ଗତ ଦୁଇ ଦିନ ପୂର୍ବରୁ ଗାଁର ଛତରଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷରୁ ଚାପା ଉତ୍ତେଜନା ଲାଗି ରହିଛି । ଶାନ୍ତିଶୃଙ୍ଖଳା…

ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର

ବାଲେଶ୍ୱର (କେନ୍ୟୁଜ): ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୩ ଗୁରୁତର। ବାଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଅଞ୍ଜି ବଜାରରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ । ସଂଘର୍ଷରେ ତିନି ଗୁରୁତର, ୨୦ ଯୁବକଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି। ସମସ୍ତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତମାନେ…

ସମ୍ବଲପୁର: ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼, ୧୪୪ ଧାରା ଲାଗୁ

ସମ୍ବଲପୁର(କେନ୍ୟୁଜ୍): ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍‌ ରାଲି ବେଳେ ପଥର ମାଡ଼ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼…

ଢେଙ୍କାନାଳ ଗଣେଶ ପୂଜା ଭସାଣି ଉତ୍ସବରେ ଗଣ୍ଡଗୋଳ, ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର

ଢେଙ୍କାନାଳ(କେନ୍ୟୁଜ୍): ଗଣେଶ ପୂଜା ଭସାଣି ଉତ୍ସବରେ ଗଣ୍ଡଗୋଳ। ଟାଙ୍ଗିଆ ଚୋଟରେ ଯୁବକ ଗୁରୁତର। ଢେଙ୍କାନାଳ ଜିଲ୍ଲା ସଦର ଥାନା ଛାଟିଆ ଗାଁରେ ଏହି ଘଟଣା ଦେଖିବାକୁ ମିଳିଛି। ଗତକାଲି ରାତି ପ୍ରାୟ ୧୦ଟା ପରେ ଗଣେଶ ପୂଜା ଭସାଣୀ ଉତ୍ସବରେ ମେଢ଼ ବୁଲେଇ ପ୍ରସେସନ ଚାଲିଥିବା ବେଳେ ଦୁଇ ସାହି…

ତେଜରାତି ଦୋକାନକୁ ସଉଦା କିଣିବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୯ଜଣ ଆହତ

ଯାଜପୁର ରୋଡ୍(କେନ୍ୟୁଜ): ଯାଜପୁର ଦାନଗଦି ଫାଣ୍ଡି ସିଙ୍ଗାଡ଼ିଆ ଗାଁରେ ଦୋକାନରୁ ସଉଦା କିଣିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ହେଲା ଗୋଷ୍ଠୀ ସଂଘର୍ଷ । ଗତକାଲି ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଯେଉଁଥିରେ ୧୯ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ୧୨ରୁ…

ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟି: ହୋଲି ସେଲିବ୍ରେସନକୁ ନେଇ ଗୋଷ୍ଠୀ କନ୍ଦଳ, ପୋଡିଦେଲେ ଦୁଇଟି ବାଇକ

ଭୁବନେଶ୍ବର(କେନ୍ୟୁଜ୍): ପୁଣି ଅଶାନ୍ତ ଉତ୍କଳ ୟୁନିଭର୍ସିଟିର ବଏଜ ହଷ୍ଟେଲ । ହୋଲି ସେଲିବ୍ରେସନକୁ ନେଇ ଉତ୍କଳ ବିଶ୍ଵବିଦ୍ୟାଳୟ ର ଦୁଇ ଛାତ୍ର ଗୋଷ୍ଟି ମଧ୍ୟରେ ଗଣ୍ଡଗୋଳ । ହଷ୍ଟେଲ ଭିତରେ ଥିବା ଦୁଇଟି ବାଇକକୁ ପୋଡ଼ିଦେଲେ ଛାତ୍ର । ଗୋଦାବରିସ ହଷ୍ଟେଲକୁ ଚାବି ପକେଇ ଉତ୍ତେଜନା ହୋଇଥିବା…

ଭୁବନେଶ୍ବର କାର୍ଗିଲ ବସ୍ତିରେ ଗୋଷ୍ଠୀ ସଂଘର୍ଷ, ୩ ଗୁରୁତର

ଭୁବନେଶ୍ବର(କେନ୍ୟୁଜ୍): ରାଜଧାନୀରେ ୩ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଦୁଇ ଗୋଷ୍ଠୀ ମଧ୍ୟରେ ଗୋଷ୍ଠୀ ସଂଘର୍ଷ ।   ସୁନ୍ଦରପଦା କପିଳ ପ୍ରସାଦ ପାଲାମଣ୍ଡପ ଅଞ୍ଚଳର ବାଦଲ ସାହୁ,ରୋସନ ଜେନା ଏବଂ ଶଙ୍କିତ ରଥଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି ।ସ୍ଥାନୀୟ ଲୋକେ…

ହୋଲି ଖେଳ ସମୟରେ ଗୋଷ୍ଠୀ ସଂଘର୍ଷ; ୨ ଜଣ ଗୁରୁତର, ୫ ଆହତ

କେନ୍ଦୁଝର (କେନ୍ୟୁଜ): କେନ୍ଦୁଝର ଜିଲ୍ଲା ଗଡ଼ବାନ୍ଧଗୋଡା ଗାଁରେ ପଞ୍ଚାୟତ ନିର୍ବାଚନ ସମୟରୁ ଲାଗିରହିଥିବା ଗୋଷ୍ଠୀ ସଂଘର୍ଷ ଆଜି ଉଗ୍ର ରୂପ ଧାରଣ କରିଛି । ହୋଲିରେ ରଙ୍ଗ ଖେଳ ବେଳେ ରାଜନୈତିକ ହିଂସା ଦେଖିବାକୁ ମିଳିଛି । ଗୋଟିଏ ଗୋଷ୍ଠୀର କିଛି ଲୋକ ହୋଲି ଖେଳୁଥିବା ବେଳେ ଅନ୍ୟ ଗୋଷ୍ଠୀର…

ବଲାଙ୍ଗିର: ନାଏବ ସରପଞ୍ଚଙ୍କ ବିଜୟ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ, ଜଣେ ପୋଲିସ କର୍ମଚାରୀଙ୍କ ସହ ୩ଜଣ ଆହତ

ବଲାଙ୍ଗିର(କେନ୍ଯୁଜ୍): ବଲାଙ୍ଗିର ଚନ୍ଦନଭାଟି ପଂଚାୟତରେ ନାଏବ ସରପଞ୍ଚଙ୍କ ବିଜୟ ଶୋଭାଯାତ୍ରାରେ ଗୋଷ୍ଠୀ ସଂଘର୍ଷ । ନାଏବ ସରପଞ୍ଚ ସଙ୍କୀର୍ତ୍ତନ ମେହେର ବିଜୟୀ ହୋଇଛନ୍ତି । ଗତକାଲି ରାତିରେ ସମର୍ଥକମାନେ ଶୋଭାଯାତ୍ରା କରୁଥିବାବେଳେ ଅନ୍ୟ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ସଦର…