Browsing Tag

group video calling

ଏବେ ଆହୁରି ସହଜରେ କରିପାରିବେ ଭିଡିଓ କଲିଂ, ମାଇକ୍ରୋସଫ୍ଟ ୱିଣ୍ଡୋଜ୍ 10 ଅପଡେଟରେ ଆସୁଛି ‘Meet Now’

ମାଇକ୍ରୋସଫ୍ଟ ଖୁବ୍ ଶୀଘ୍ର ଏହାର ୱିଣ୍ଡୋଜ୍ ସିଷ୍ଟମର ଟାସ୍କବାର୍ ରେ “MEET NOW” ଆଇକନ୍ ଦେବାକୁ ଯାଉଛି । କମ୍ପାନୀ ଟାସ୍କ ବାରରେ ମିଟ୍ ନାଓ ଦେବାକୁ ନିଷ୍ପତ୍ତି ନେଇଛି ଯାହାଦ୍ୱାରା ଲୋକମାନେ ଶୀଘ୍ର ଏବଂ ସରଳ ଉପାୟରେ ଭିଡିଓ କଲିଂ କରିପାରିବେ । ୱିଣ୍ଡୋଜ୍ 10ର ଅପଡେଟରେ Meet Nowର…