ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ ୯ ହଜାର ଟଙ୍କା ଲାଞ୍ଚ ନେଇ ଜିଆର୍ଏସ୍ ଗିରଫ
କେନ୍ୟୁଜ୍(ବ୍ୟୁରୋ): ଭିଜିଲାନ୍ସ ଜାଲରେ ଜିଆର୍ଏସ୍ । ମୟୁରଭଂଜ ଜିଲ୍ଲା ଶୁଳିଆପଦା ବ୍ଳକ ଅଁଲାକୁଡା ପଞ୍ଚାୟତର ଜିଆର୍ଏସ୍ ଗୌରମୋହନ ସୋରେନ ୯ ହଜାର ଟଙ୍କା ଲାଞ୍ଚ ନେଇ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୨୦୨୦-୨୧ବର୍ଷର ଏକ ଠିକା କାମର ମନରେଗା ମାଷ୍ଟର ରୋଲ ପ୍ରସ୍ତୁତ କରିବାକୁ…