ସଫଳତାପୂର୍ବକ ଉତକ୍ଷେପଣ ହେଲା ଜିସାଟ-୩୦ ଉପଗ୍ରହ, ୨୦୨୦ରେ ଏହା ମହାକାଶର ପ୍ରଥମ ସଫଳ ମିଶନ
ନୂଆଦିଲ୍ଲୀ: ମହାକାଶକୁ ସଫଳତାପୂର୍ବକ ଉତକ୍ଷେପଣ ହେଲା ଜିସାଟ-୩୦ ଉପଗ୍ରହ । ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନର ଯୋଗାଯୋଗ ଉପଗ୍ରହ ଜିସାଟ-୩୦କୁ ମଧ୍ୟରାତ୍ରି ୨ଟା ୩୫ରେ ଉତକ୍ଷେପଣ କରାଯାଇଛି । ଫ୍ରାନ୍ସର ଫ୍ରେଞ୍ଚ ଗୁଏନାସ୍ଥିତ କୋରୋଉ ଦ୍ୱୀପରୁ ଏହାକୁ ଉତେ୍କ୍ଷପଣ ହୋଇଛି। ଉତକ୍ଷେପଣର…