ଶ୍ରୀହରି କୋଟାରୁ ହେବ ଉତ୍କ୍ଷେପଣ ହେବ କମ୍ୟୁନିକେସନ ସାଟେଲାଇଟ୍-GSAT-7A
ଶ୍ରୀହରିକୋଟା(କେନ୍ୟୁଜ୍) : ଆଜି ଇସ୍ରୋ ଉତ୍କ୍ଷେପଣ କରିବ କମ୍ୟୁନିକେସନ ସାଟେଲାଇଟ୍ GSAT-7A । ଶ୍ରୀହରିକୋଟାରୁ ଜିଓ ସିକ୍ରୋନୋସ ଲଞ୍ଚ ଭେହକିଲ୍ GSLV-F11 ରକେଟ୍ ଜରିଆରେ ସାଟେଲାଇଟ ମହାକାଶକୁ ପଠାଯିବ । ଅପରାହ୍ନ ୪ଟା ୧୦ ମିନିଟରେ ସାଟେଲାଇଟ୍ ଉତକ୍ଷେପଣ କରାଯିବ । ୨୨୫୦…