ଆଜି ବସିବ ଜିଏସଟି କାଉନସିଲ ବୈଠକ, କୋଭିଡ ଅତ୍ୟାବଶ୍ୟକ ସାମଗ୍ରୀ ଉପରେ ରହିଛି ଫୋକସ
ନୂଆଦିଲ୍ଲୀ(କେ ନ୍ୟୁଜ): ଆଜି ବସିବ ଜିଏସଟି କାଉନସିଲ ବୈଠକ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବୈଠକ ବସିବ । କୋଭିଡ ଅତ୍ୟାବଶ୍ୟକ ସାମଗ୍ରୀର ଟିକସ ଉପରେ ବିଚାର ହେବ । ଏହାସହ ବ୍ଲାକ ଫଙ୍ଗସ୍ ଔଷଧ ଓ ଚିକିତ୍ସା ସାମଗ୍ରୀ ଉପରେ ଟିକସ ହାର ହ୍ରାସ କରାଯିବା ନେଇ…