Browsing Tag

gst raid

ସମ୍ବଲପୁରରେ ଜିଏସଟି ଚଢାଉ, କୋଟି କୋଟି ଟଙ୍କା ଜିଏସଟି ଫାଙ୍କିବା ଅଭିଯୋଗ

ସମ୍ବଲପୁର : ସମ୍ବଲପୁରରେ ଜିଏସଟି ଚଢାଉ । କାମଲି ବଜ଼ାରରେ ଥିବା ଏକ କପଡା ହୋଲସେଲ ଗୋଦାମରେ ଜିଏସଟି ରେଡ । କୋଟି କୋଟି ଟଙ୍କା ଜିଏସଟି ଫାଙ୍କିବା ଅଭିଯୋଗରେ ଚଢାଉ ହୋଇଛି ।  ଦୀର୍ଘଦିନ ହେବ କପଡା ହୋଲସେଲ ଦୋକାନୀ ଜିଏସଟି ଫାଙ୍କୁଥିବା ନେଇ ଅଭିଯୋଗ ହୋଇଥିଲା । ଏଜେନ୍ସିର ୫ଟି ସ୍ଥାନରେ ୧୫…

ସମ୍ବଲପୁରରେ ଦୁଇଟି ସ୍ଥାନରେ ସିଟି ଜିଏସଟିର ଚଢାଉ, ଟ୍ୟାକ୍ସ ଫାଙ୍କି ଥିବା ଅଭିଯୋଗ

ସମ୍ବଲପୁର: ସମ୍ବଲପୁରରେ ଜିଏସଟିର ଏକ ବଡ଼ ଧରଣର ରେଡ ଚାଲିଛି । ସହରର ଦୁଇଟି ସ୍ଥାନରେ ସିଟି ଜିଏସଟିର ଚଢାଉ ହୋଇଛି । ଏକ ପ୍ଲାଏ ଉଡ୍‌ ଗୋଦାମ ସହ ମାଲିକଙ୍କ ଘରେ ଚଢାଉ ହୋଇଛି । ଏଥିରେ ତିନୋଟି ଚଢାଉ ଟିମ୍‌ ସାମିଲ ହୋଇଛନ୍ତି । ଦୀର୍ଘ ଦିନ ହେବ ଜିଏସଟି ଫାଙ୍କି ଥିବା ଅଭିଯୋଗରେ ଚଢାଉ…

ଜାରକା ବଜାରରେ ରହୁଥିବା ଏକାଧିକ ଠିକାଦାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଆଜି ଜିଏସଟି ଚଢ଼ାଉ

ଯାଜପୁର (କେନ୍ୟୁଜ) : ଏକାଧିକ ଠିକାଦାରଙ୍କ କାର୍ଯ୍ୟାଳୟରେ ଜିଏସଟି ଚଢ଼ାଉ । ଆଜି ଅଚାନକ ଚଢ଼ାଉ କରିଛନ୍ତି ଜିଏସଟି ଅଧିକାରୀ । ଯାଜପୁର ଜିଲ୍ଲା ଜାରକା ଅଞ୍ଚଳରେ ଜିଏସଟି ବିଭାଗର ଚଢ଼ାଉ। ଜାରକା ବଜାରରେ ରହୁଥିବା ଏକାଧିକ ଠିକାଦାରଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଜିଏସଟି ଅଧିକାରୀମାନେ ଆଜି…

ସିମେଣ୍ଟ ବ୍ୟବସାୟୀଙ୍କ ଦୋକାନରେ ଜିଏସଟି ଚଢ଼ାଉ

ଟିଟିଲାଗଡ : ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ ଷ୍ଟେଟ ବ୍ୟାଙ୍କ ଛକ ନିକଟରେ ଥିବା ଏକ ସିମେଣ୍ଟ ଗୋଦାମ ଉପରେ ଜିଏସଟି ଚଢ଼ାଉ ହୋଇଥିବା ଜଣାଯାଇଛି l ବ୍ୟବସାୟୀ କପିଲ ପ୍ରସାଦ ଅଗ୍ରୱାଲଙ୍କ ସିମେଣ୍ଟ ଗୋଦାମ, ବାସଭଵନ, କାର୍ଯ୍ୟାଳୟ ଏବଂ ଲରକିପାଲି ସ୍ଥିତ ସିମେଣ୍ଟ ଗୋଦାମ ଘରେ ଏକ କାଳୀନ…

୧୫ଟି ସ୍ଥାନରେ ସେଣ୍ଟ୍ରାଲ GST ରେଡ୍, ୧୦ଟି ଖଣି ମାଲିକଙ୍କ ୧୫ଟି ସ୍ଥାନରେ ଚାଲିଛି ଚଢାଉ

ଭୁବନେଶ୍ବର(କେନ୍ୟୁଜ୍):  ରାଜ୍ୟରେ ବଡ ଧରଣର ସେଣ୍ଟ୍ରାଲ GST ଚଢାଉ। ଏକକାଳୀନ ୧୫ଟି ସ୍ଥାନରେ ଚାଲିଛି ଚଢାଉ । ଡାଇରେକ୍ଟର ଜେନେରାଲ ସେଣ୍ଟ୍ରାଲ GST ଇଣ୍ଟେଲିଜେନସ ପକ୍ଷରୁ ଚାଲିଛି ଚଢାଉ । କଳା ପଥର ଖଣିରେ କୋଟି କୋଟି ଟଙ୍କାର ରୟାଲିଟି ଓ ଟିକସ ଫାଙ୍କିବା ଅଭିଯୋଗ ନେଇ ଖବର ପାଇଛି GST…

କଟକରେ ଜିଏସଟି ଚଢ଼ଉ, ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍

କଟକ (କେନ୍ୟୁଜ): କଟକରେ ଜିଏସଟି ଚଢ଼ଉ। ଚାଉଳିଆଗଞ୍ଜ ଓ ଏମ୍ ପି ସାଇ ନଗରରେ ଚଢ଼ଉ। କଟକ ଲିଙ୍ଗରୋଡ୍ ସ୍ଥିତ ପଞ୍ଚମୁଖୀ ସାନିଟାରି ଦୋକାନରେ ଜିଏସ୍‌ଟି ପକ୍ଷରୁ ରେଡ୍‌ ଚାଲିଛି । ଦୋକାନ ସମେତ ଅନ୍ୟ ସ୍ଥାନରେ ମଧ୍ୟ ରେଡ୍ କରୁଛି ଜିଏସ୍‌ଟି । ଏକାଧିକ ଅନିୟମିତତାକୁ ନେଇ ଅଭିଯୋଗ ହୋଇଛି।…

ସମ୍ବଲପୁର: ଜୁଏଲର୍ସ ଦୋକାନରେ ଜିଏସ୍‌ଟି ରେଡ୍‌, ବିଡ଼ା ବିଡ଼ା ଟଙ୍କା ଜବତ

ସମ୍ବଲପୁର(କେନ୍ୟୁଜ୍):ସମ୍ବଲପୁର ସହରର ମାରୱାଡ଼ିପଡ଼ାଠାରେ ଥିବା ଏକ ଜୁଏଲର୍ସ ଦୋକାନରେ ଜିଏସ୍‌ଟି ରେଡ୍‌। ସମ୍ବଲପୁର ସିଟି ଓ ଜିଏସ୍‌ଟି ବିଭାଗର ଅଧିକାରୀମାନେ ଏହି ରେଡ୍‌ରେ ସାମିଲ ରହିଛନ୍ତି। ଏକ ୧୦ ଜଣିଆ ଟିମ୍‌ ସୁନା ଦୋକାନରେ ଚଢ଼ାଉ କରୁଥିବା ବେଳେ ଆଉ ଏକ ଟିମ୍‌ ସୁନା ଦୋକାନ ମାଲିକଙ୍କ…

ବ୍ରହ୍ମପୁର: GST ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ କାବୁ କଲା ପୋଲିସ୍, ୩ କେଜି ସୁନା ସହ ୧୫୦ କେଜି ରୁପା…

ବ୍ରହ୍ମପୁର(କେନ୍ୟୁଜ୍): ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ । ବ୍ରହ୍ମପୁରରୁ ୩ କେଜି ସୁନା ସହ ୧୫୦ କେଜି ରୁପା ଜବତ କରିଛି ଗୋଳନ୍ଥରା ପୋଲିସ । GST ଫାଙ୍କୁଥିବା ସୁନା ଅଳଙ୍କାର ବ୍ୟବସାୟୀଙ୍କୁ କାବୁ କରିଛି ପୋଲିସ । ଗାଡ଼ି ଡ୍ରାଇଭର ସହ ୩ ଜଣ ଅଟକ ରଖାଯାଇଛି । ଜବତ ସୁନା ଓ ରୁପାର…

ବଙ୍ଗୋମୁଣ୍ଡା ଜୟ ବଜରଙ୍ଗବଲି ରାସନ ଦୋକାନରେ ଜିଏସ୍‌ଡି ଚଢାଉ

କଣ୍ଟାବାଞ୍ଜି(କେନ୍ୟୁଜ୍):ବଙ୍ଗୋମୁଣ୍ଡା ଜୟ ବଜରଙ୍ଗବଲି ରାସନ ଦୋକାନରେ ଜିଏସ୍‌ଡି ଚଢାଉ । ଟିକସ ଫାଙ୍କୁଥିବା ଅଭିଯୋଗରେ ବଲାଙ୍ଗିର ଜିଏସଟି ଟିମ ପକ୍ଷରୁ ଚଢାଉ କରାଯାଇଛି । ବିଭିନ୍ନ କାଗଜପତ୍ର ଯାଞ୍ଚ କରାଯାଇଛି । ବଜରଙ୍ଗବଲି ରାସନ ଷ୍ଟୋର ବିଭିନ୍ନ ସାମଗ୍ରୀ ହୋଲସେଲିଙ୍ଗ କରୁଥିବା…

ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ଆତ୍ମସମର୍ପଣ କଲେ ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ ଚର୍ଚ୍ଚିତ ମିଶ୍ର

ବୌଦ୍ଧ(କେନ୍ୟୁଜ୍): ସରେଣ୍ଡର କଲେ ଚର୍ଚ୍ଚିତ ମିଶ୍ର। ଭୁବନେଶ୍ୱର ସିବିଆଇ କାର୍ଯ୍ୟାଳୟରେ ସରେଣ୍ଡର କରିଛନ୍ତି ଶିଳ୍ପପତି ମହିମା ମିଶ୍ରଙ୍କ ପୁଅ। ଆଜି ଭୋର ୪ଟାରେ ଆସି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସରେଣ୍ଡର କରିଥିଲେ। CBIର ଅଭିଯୁକ୍ତ ତାଲିକାରେ ଥିଲେ ଚର୍ଚ୍ଚିତ। ସିବିଆଇ ପଞ୍ଝାରେ…

GSTର ବଡ଼ ଧରଣର ଠକେଇ,  ବୌଦ୍ଧର ଦୁଇଟି ସ୍ଥାନରେ ଚଢାଉ କରି ୫ କୋଟି ୬୮ ଲକ୍ଷ ଟଙ୍କା ସିଜ୍

ବୌଦ୍ଧ,କଟକ(କେନ୍ୟୁଜ୍): ବୌଦ୍ଧ ସହରରେ ଦୁଇଟି ସ୍ଥାନରେ ସମ୍ବଲପୁର ଜିଏସଟି ବିଭାଗ ପକ୍ଷରୁ ଚଢ଼ାଉ । ସିଦ୍ଧି ବିନାୟକ ଟ୍ୟାକ୍ସଟାଇଲ ଏବଂ ସିଂଘାଲ ଏଣ୍ଡ ସିଂଘାଲ ଟ୍ୟାକ୍ସଟାଇଲରେ ୧୦ ଜଣିଆ ଟିମର ଚଢ଼ାଉ । ବିପୁଳ ଜିଏସଟି ଠକେଇ ଅଭିଯୋଗରେ ଚଢ଼ାଉ ହୋଇଥିବା ସୂଚନା । ଦୁଇଟି ସ୍ଥାନରେ ଜିଏସଟି…

ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ସିଟି GST ରେଡ୍‌

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ ବଡଧରଣର ସିଟି GST ରେଡ୍‌। ତମାଖୁ ପ୍ରସ୍ତୁତକାରୀ ଓ ବ୍ୟବସାୟୀଙ୍କ ପ୍ରତିଷ୍ଠାନରେ GST ଚଢାଉ ହୋଇଛି। ରାଜ୍ୟର ୧୪ଟି ଜିଲ୍ଲାର ଭିନ୍ନ ଭିନ୍ନ ୩୦ଟି ସ୍ଥାନରେ ଏକକାଳୀନ ଚଢାଉ କରାଯାଇଛି। ରାଜ୍ୟ ସିଟି ଜିଏସ୍‌ଟି ଏନ୍‌ଫୋର୍ସମେଣ୍ଟ ୱିଙ୍ଗ୍‌ର ୩୦ଟି ଟିମ୍‌ ଏହି…