Browsing Tag

gst

ଗଙ୍ଗାଜଳ ଉପରେ ୧୮% ଜିଏସ୍‌ଟି! ସ୍ପଷ୍ଟୀକରଣ ଦେଲା ସିବିଆଇସି

ଗଙ୍ଗାଜଳ ଉପରେ ୧୮% ଜିଏସ୍‌ଟି ଲଗାଇବା ଖବରକୁ ନେଇ କେନ୍ଦ୍ରର ମୋଦି ସରକାରଙ୍କୁ ଘେରିଛି କଂଗ୍ରେସ। କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ‘ଏକ୍ସ’ରେ ପୋଷ୍ଟ କରି କହିଛନ୍ତି ଯେ କେନ୍ଦ୍ର ସରକାର ଗଙ୍ଗାଜଳ ଉପରେ ୧୮% ଜିଏସ୍‌ଟି ଲଗାଇଛନ୍ତି। ଏମିତିରେ ଏବେ ସିବିଆଇସି ଗଙ୍ଗାଜଳ ଉପରେ…

ଆଜି ଠାରୁ କେନ୍ଦ୍ର ପ୍ରଦାନ କରିବ ଜିଏସଟି କ୍ଷତିପୂରଣ ରାଶି, ୫ବର୍ଷ ଧରି ରାଜ୍ୟମାନଙ୍କର ବକେୟା ପଡ଼ିଥିଲା

କେନ୍ୟୁଜ୍(ବ୍ୟୁରୋ): ଦ୍ରବ୍ୟ ଓ ସେବା କର- ଜିଏସଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି। ଗତ ୫ବର୍ଷ ଧରି ରାଜ୍ୟମାନଙ୍କ ବକେୟା ପଡ଼ିଥିବା ଜିଏସଟି କ୍ଷତିପୂରଣ ରାଶିକୁ ଆଜି ଠାରୁ ପ୍ରଦାନ କରିଯିବ। ୬ଟି ରାଜ୍ୟ ପାଇଁ ମୋଟ ୧୬ହଜାର ୯୮୨ କୋଟି ଟଙ୍କା ମଞ୍ଜୁର କରାଯାଇଥିବା କେନ୍ଦ୍ର…

ଏଣିକି ଘରଭଡ଼ା ଉପରେ ମାଲିକ ଦେବେ ୧୮% ଜିଏସଟି, ୧୮ ତାରିଖରୁ ନିୟମ ଲାଗୁ

ନୂଆଦିଲ୍ଲୀ: ଦେଶରେ ଦରଦାମ ସ୍ଥିତି ଅଣାୟତ୍ତ ଥିବା ବେଳେ ସରକାର ଲୋକଙ୍କ ଉପରେ ଟିକସ ବୋଝ ଲଦିବାରେ ଲାଗିଛନ୍ତି । ଚୁଡା, ମୁଢି ଭଳି ଗରିବ ଲୋକ ଖାଉଥିବା ସାମଗ୍ରୀ ଉପରେ ଜିଏସଟି ଲାଗୁ କରିବା ପରେ ଏବେ ଘର ଭଡା ଉପରେ ୧୮ ପ୍ରତିଶତ ଜିଏସଟି ଲାଗୁ ହୋଇଛି । ଆସନ୍ତା ୧୮ ତାରିଖରୁ ଏହି ନିୟମ ଲାଗୁ…

ଏହି ସବୁ ସାମଗ୍ରୀ ଉପରେ ଖୋଲାରେ ନାହିଁ ଜିଏସ୍‌ଟି

(କେନ୍ୟୁଜ): ଦହି, ଲସି, ବେସନ, ଚାଉଳ, ଡାଲି, ଅଟା, ସୁଜି, ଗହମ, ଚୁଡ଼ା, ମୁଢ଼ି ଏପରି ୧୪ଟି ସାମଗ୍ରୀ ଖୋଲାରେ କିଣିଲେ ଜିଏସ୍‌ଟି ଲାଗୁ ହେବ ନାହିଁ। ଏହି ସାମଗ୍ରୀ ପ୍ୟାକେଟ୍‌ରେ ବିକ୍ରୀ ହେଲେ ୫ ପ୍ରତିଶତ ଜିଏସ୍‌ଟି ଲାଗୁ ହେବ। ଜିଏସଟି କାଉନ୍‌ସିଲ ବୈଠକରେ ସର୍ବସମ୍ମତିରେ ଏହି ନିଷ୍ପତ୍ତି…

ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼: ଆସନ୍ତାକାଲିଠୁ ଚୁଡା-ମୁଢ଼ି-ଖଇ ଉପରେ ଲାଗିବ GST

ନୂଆଦିଲ୍ଲୀ: ସାଧାରଣ ଲୋକଙ୍କୁ ମହଙ୍ଗା ମାଡ଼। ଚୁଡା-ମୁଢ଼ି-ଖଇ ଉପରେ ଲାଗିବ GST। କାଲିଠୁ ସରକାର ସଂଗ୍ରହ କରିବେ ୫ ପ୍ରତିଶତ ଟିକସ। ଦହି, ଲସିଠୁ ଆରମ୍ଭ କରି ହସ୍‌ପିଟାଲରେ ଚିକିତ୍ସା ପାଇଁ ଏବେ ଲୋକ ବହନ କରିବେ ଅଧିକ ଖର୍ଚ୍ଚ। ଆବଶ୍ୟକୀୟ ସାମଗ୍ରୀ ଉପରେ କେନ୍ଦ୍ର ସରକାର GST ହାର ବୃଦ୍ଧି…

୨୦୨୧ ଜୁନ ତୁଳନାରେ ୨୦୨୨ ଜୁନ୍‌ରେ ୫୬% ବୃଦ୍ଧି, ଗତ ବର୍ଷ ଜୁନ ତୁଳନାରେ ୫୬ ପ୍ରତିଶତ ଅଧିକ

କେନ୍ୟୁଜ୍(ବ୍ୟୁରୋ): ଜୁନ ମାସରେ ଜିଏସ୍‌ଟି ସଂଗ୍ରହରେ ୫୬% ବୃଦ୍ଧି। ଜୁନ୍‌ ୨୦୨୨ରେ ୧ ଲକ୍ଷ ୪୪ ହଜାର ୬୧୬ କୋଟି ଟଙ୍କା ସଂଗ୍ରହ ହୋଇଛି। ଯାହା ଗତ ବର୍ଷ ଜୁନ ତୁଳନାରେ ୫୬ ପ୍ରତିଶତ ଅଧିକ। ଗତ ବର୍ଷ ଜୁନ ମାସରେ ୯୨ ହଜାର ୮ଶହ କୋଟି ଟଙ୍କା ସଂଗ୍ରହ ହୋଇଥିଲା। ଜୁନ୍‌ ୨୦୨୨ରେ ସଂଗ୍ରହ ଟିକସ…

GST କାଉନସିଲ୍ ଡିସିସନ୍: ଖାଇବା ପିଇବା ଠାରୁ ଆରମ୍ଭ କରି ହୋଟେଲରେ ରହିବା ହେବ ମହଙ୍ଗା

GST କାଉନସିଲ୍ ତରଫରୁ ନିଷ୍ପତି ନିଆଯାଇ ଟାକ୍ସ ଦର ବୃଦ୍ଧି କରାଯାଇଛି। ବର୍ତ୍ତମାନ ଯେକୌଣସି ଶସ୍ୟ ଠାରୁ ଆରମ୍ଭ କରି ଦହି, ଲସି ଓ ଚ୍ଛାସ୍ ଉପରେ ମଧ୍ୟ GST ଦେବାକୁ ପଡ଼ିବ। ତେବେ ପ୍ୟାକ୍ ହୋଇଥିବା ବସ୍ତୁ ଉପରେ ଅଧିକ ଜିଏସଟି ଦେବାକୁ ପଡ଼ିବ। ଭ୍ରମଣରେ ଏବେ ୧୦୦୦ ଟଙ୍କାରୁ କମ୍ ମୂଲ୍ୟରେ…

ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ, ରାଜ୍ୟ ଉପରେ ଲଦା ଯିବ ନାହିଁ ଜିଏସଟି କାଉନସିଲ ନିଷ୍ପତ୍ତି

ନୂଆଦିଲ୍ଲୀ : ଗୁଡ଼ସ ଆଣ୍ଡ ସର୍ଭିସ ଟ୍ୟାକ୍ସ ନେଇ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ। ଜିଏସଟି କାଉନସିଲ ନିଷ୍ପତ୍ତି ରାଜ୍ୟ ଉପରେ ଲଦା ଯିବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଜିଏସଟି ନିଷ୍ପତ୍ତିକୁ ମାନିବା ରାଜ୍ୟ ଗୁଡିକ ପାଇଁ ବାଧ୍ୟତାମୂଳକ ନୁହେଁ। ଜିଏସଟି…

ଟିକସ ଠକେଇ ନେଇ ଚଢାଉ: ରାଜ୍ୟର ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ବର(କେନ୍ଯୁଜ୍): ଟିକସ ଠକେଇ ନେଇ ରାଜ୍ୟର ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ରେ GST ଚଢାଉ । ୧୫ଟି ବଡ଼ ଫର୍ଣ୍ଣିଚର ସୋ’ରୁମ୍‌ର ୩୦ଟି ସ୍ଥାନର GST ରେଡ ଚାଲିଛି । କଟକ, ଭୁବନେଶ୍ୱର, ଭଦ୍ରକ, ବାଲେଶ୍ୱର, ସମ୍ବଲପୁରରେ ଚଢାଉ ହେଉଛି । ସେହିପରି ରାଉରକେଲା, ବରଗଡ଼,ଭବାନୀପାଟଣା ଓ ବ୍ରହ୍ମପୁରରେ…

ମହଙ୍ଗା ହୋଇପାରେ Swiggy-Zomatoରୁ ଖାଦ୍ୟ ମଗାଇବା, GST କାଉନସିଲ କମିଟି କଲା ଏହି ସୁପାରିଶ

ଅନଲାଇନ ଫୁଡ୍‌ ଡେଲିଭରି ଆଗାମୀ ଦିନରେ ମହଙ୍ଗା ହୋଇପାରେ। ଜିଏସ୍‌ଟି କାଉନସିଲ ବୈଠକରେ ଏହା ଉପରେ ବିଚାର କରାଯିବ। କମିଟିର ଫିଟ୍‌ମେଣ୍ଟ ପ୍ୟାନେଲ ଫୁଡ୍‌ ଡେଲିଭରି ଆପ୍ସକୁ ଅତି କମ୍‌ରେ ୫ ପ୍ରତିଶତ ଜିଏସ୍‌ଟି ଯୋଜନା ପରସରକୁ ଆଣିବାକୁ ସୁପାରିଶ କରିଛି। ଏମିତି ହେଲେ ଆଗକୁ Swiggy, Zomato…

୧୦କୋଟିର ଜିଏସ୍‌ଟି ଠକେଇ, ଭୁବନେଶ୍ୱର ବିଜେବିି ନଗର ସ୍ଥିତ ଘରୁ ଆଇରନ୍‌ ସ୍କ୍ରାପ୍‌ ବ୍ୟବସାୟୀ ଗିରଫ

ଭୁବନେଶ୍ୱର(କେନ୍ଯୁଜ୍): ୧୦କୋଟିର ଜିଏସ୍‌ଟି ଠକେଇ ଅଭିଯୋଗରେ ଆଇରନ୍‌ ସ୍କ୍ରାପ୍‌ ବ୍ୟବସାୟୀ ଗିରଫ। ସ୍ମୃତିରଞ୍ଜନ ସାହୁକୁ ଭୁବନେଶ୍ୱର ବିଜେବିି ନଗର ସ୍ଥିତ ଘରୁ ପୋଲିସ ସହାୟତାରେ ତାଙ୍କୁ ଗିରଫ କରିଛି ଷ୍ଟେଟ୍‌ ଜିଏସ୍‌ଟି। ୭ଟି ନକଲି ଫାର୍ମ କରି ସେ ବର୍ଷ ବର୍ଷ ଧରି ଜିଏସ୍‌ଟି ଠକି…

କୋଭିଡ୍‌ ଚିକିତ୍ସା ସାମଗ୍ରୀରୁ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ, ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ

କେନ୍ୟୁଜ୍(ବ୍ୟୁରୋ):  ଇଲେକ୍ଟ୍ରିକ ଫର୍ଣ୍ଣେସ ଓ ତାପମାତ୍ରା ଯାଞ୍ଚ ଉପକରଣ ଉପରେ ଜିଏସ୍‌ଟି ୫ ପ୍ରତିଶତକୁ ହ୍ରାସ । ସେହିପରି ଆମ୍ବୁଲାନ୍‌ସ ଉପରେ ଜିଏସ୍‌ଟି ୧୨କୁ ହ୍ରାସ କରାଯାଇଛି । ଏହା ଆଗାମୀ ସେପ୍ଟେମ୍ବର ଯାଏ ବୈଧ ରହିବ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏହି ସୂଚନା…