Browsing Tag

gt vs csk

ବଢିଲା ଶୁବମନ ଗିଲ୍‌ଙ୍କ ସମସ୍ୟା, ଚେନ୍ନାଇ ଠାରୁ ହାରିବା ପରେ ଏବେ ଦେବାକୁ ହେବ ଜରିମାନା

ଭାରତୀୟ ଟିମର ଷ୍ଟାର ଖେଳାଳି ଶୁବମନ ଗିଲ୍‌ ଆଇପିଏଲରେ ପ୍ରଥମଥର ପାଇଁ ଅଧିନାୟକତ୍ୱ କରୁଛନ୍ତି । ଗୁଜରାଟ ଟାଇଟନ୍ସ ଟିମର ଅଧିନାୟକ ଦାୟିତ୍ୱରେ ଅଛନ୍ତି ଶୁବମନ । ଆଇପିଏଲ ୨୦୨୪ ର ପ୍ରଥମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଗୁଜରାଟ ଜିତିଯାଇଛି କିନ୍ତୁ ଦ୍ୱିତୀୟ ମ୍ୟାଚରେ ଚେନ୍ନାଇ ସୁପର…

ଆଣ୍ଠୁରେ ଯନ୍ତ୍ରଣା ସତ୍ତ୍ୱେ ପଟି ବାନ୍ଧି ଫାଇନାଲରେ ବ୍ୟାଟିଂ ପାଇଁ ଆସିଥିଲେ ଧୋନି, ଦେଖନ୍ତୁ ଭିଡିଓ

ଆଇପିଏଲ୍‌ ୨୦୨୩ ଫାଇନାଲ ଟ୍ରଫି ଚେନ୍ନାଇ ସୁପରକିଙ୍ଗସ ଜିତିସାରିଛି । ଧୋନିଙ୍କ ନେତୃତ୍ୱରେ ଟିମ୍‌ ଭଲ ପ୍ରଦର୍ଶନ କରି ୫ମ ଥର ଟାଇଟଲ ହାସଲ କରିଛି । ହେଲେ ଏହି ସିଜନରେ ଧୋନି ଯନ୍ତ୍ରଣାରେ ଥାଇ ମଧ୍ୟ ଟିମକୁ ଛାଡିନଥିଲେ । କଷ୍ଟରେ ଥାଇ ମଧ୍ୟ ଫାଇନାଲ ଖେଳିଥିଲେ । ଯାହାର ଭିଡିଓ ଭାଇରଲ…

ମନର ଯନ୍ତ୍ରଣା ସେୟାର କଲେ ମୋହିତ ଶର୍ମା, ଆଇପିଏଲ ସରିବା ପରେ ରାତି ସାରା ଚିନ୍ତାରେ ଶୋଇପାରିନଥିଲି

ଆଇପିଏଲ୍‌୨୦୨୩ର ଫାଇନାଲ ମ୍ୟାଚ୍‌ ରୋମାଞ୍ଚ ଭରା ରହିଥିଲା । ଫାଇନାଲ ମ୍ୟାଚ୍‌ ପାଇଁ ଫ୍ୟାନ୍ସ ଯେମିତି ରୋମାଞ୍ଚିତ ହୋଇ ରହିଥିଲେ, ସେଭଳି ମ୍ୟାଚ୍‌ ହୋଇଥିଲା । ଶେଷ ଦୁଇ ବଲରେ ସଂପୂର୍ଣ୍ଣ ମ୍ୟାଚର ଭାଗ୍ୟ ପରିବର୍ତ୍ତନ ହୋଇଯାଇଥିଲା । ରବୀନ୍ଦ୍ର ଜାଡେଜାଙ୍କ ଛକା ଏବଂ ଚଉକା ଗୁଜରାଟ ଟାଇଟନ୍ସ…

IPL 2023କୁ ମିଳିଲା ଚାମ୍ପିଅନ: ପୁଣି ବାଜି ମାରିନେଲେ ମାହି, ୫ମ ଥର ପାଇଁ ଜିତିଲେ ଆଇପିଏଲ ଟାଇଟଲ

ଆଇପିଏଲ ୨୦୨୩ ମହାସମର। ରିଜର୍ଭ ଡେ ରେ ଖେଳା ଯାଇଥିବ ମ୍ୟାଚ୍ ବାଜି ମାରିନେଲା ଚେନ୍ନାଇ ଟିମ୍। ମହେନ୍ଦ୍ର ସିଂହ ଧୋନିଙ୍କ ସମ୍ଭାବ୍ୟ ଶେଷ ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ସାକାର ହୋଇଛି । ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚରେ ଗୁଜୁରାଟକୁ ୫ ୱିକେଟରେ ପରାସ୍ତ କରି ଚେନ୍ନାଇ ସୁପର କିଙ୍ଗ୍ସ…

ଆଇପିଏଲ୍‌ ଫାଇନାଲ : ଆଜି ଯଦି ବର୍ଷା ହୁଏ, ତେବେ କେଉଁ ଟିମ୍‌ ହେବ ଚାମ୍ପିଅନ ?

ଆଇପିଏଲ୍‌ ୨୦୨୩ ଫାଇନାଲ ମ୍ୟାଚକୁ ଫ୍ୟାନ୍ସ ଚାହିଁ ରହିଛନ୍ତି । ଚେନ୍ନାଇ ସୁପରକିଙ୍ଗସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ହେବାକୁ ଥିବା ଫାଇନାଲ ମ୍ୟାଚ୍‌ ବର୍ଷା ଯୋଗୁଁ ବାତିଲ ହୋଇଥିଲା । ଯାହା ଆଜି ଖେଳାଯିବ । ତେବେ ଆଜି ଅହମଦାବାଦରେ ପାଣିପାଗ ଭଲ ରହିଛି । ଯଦି ଆଜି ମଧ୍ୟ ବର୍ଷା ହୁଏ, ତେବେ…

ଧୋନିଙ୍କ ଗୋଟେ ଚାଲ୍‌ ପାଣ୍ଡ୍ୟାଙ୍କୁ କଲା ଆଉଟ୍‌, ଭିଡିଓ ହେଉଛି ଭାଇରଲ

ଆଇପିଏଲ୍‌ ଇତିହାସରେ ଧୋନି କଲେ ରେକର୍ଡ । ୧୦ମ ଥର ପାଇଁ ଫାଇନାଲରେ ଖେଳିବ ଚେନ୍ନାଇ ସୁପର କିଙ୍ଗସ । ଧୋନିଙ୍କ ଫିଲ୍ଡିଂରେ ପ୍ରତିପକ୍ଷ ଟିମ୍‌ ବାଟବଣା ହୋଇଯାଏ । ଯାହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି କ୍ୱାଲିଫାଏର ୧ ମ୍ୟାଚରେ । ଗୁଜରାଟ ଟାଇଟନ୍ସକୁ ହରାଇ ଫାଇନାଲରେ ପ୍ରବେଶ କରିଛି…

ଗୁଜରାଟ ଟାଇଟନ୍ସକୁ ଲାଗିଲା ଝଟକା, ଆଇପିଏଲ୍‌ ସିଜିନରୁ ବାଦ୍‌ ପଡିଲେ କେନ୍‌ ଓ୍ଵିଲିୟମସନ

ଆଇପିଏଲ୍ ୨୦୨୩ ଜୋରଦାର ଭାବେ ଆରମ୍ଭ ହୋଇଛି । ହେଲେ ପ୍ରଥମ ମ୍ୟାଚରେ ଗୁଜରାଟ ଟାଇଟନ୍ସକୁ ଲାଗିଛି ବଡ଼ ଝଟକା। ଫିଲ୍ଡିଂ କରୁଥିବା ସମୟରେ ଆହତ ହୋଇଛନ୍ତି ବ୍ୟାଟର କେନ୍ ୱିଲିୟମସନ। ଚେନ୍ନାଇ ବ୍ୟାଟିଂ କରୁଥିବା ସମୟରେ ରନ୍ ବଞ୍ଚାଇବା ପାଇଁ ସୀମାରେ ଫିଲ୍ଡିଂ କରୁଥିବାବେଳେ ଇନିଂସର ୧୩ତମ ଓଭରରେ…

ଆଇପିଏଲ୍‌ ଉଦ୍‌ଘାଟନୀ ମ୍ୟାଚ, ଚେନ୍ନାଇକୁ ହରାଇଲା ଗୁଜରାଟ ଟାଇଟନ୍ସ

ଆଇପିଏଲର ଉଦଘାଟନୀ ମ୍ୟାଚରେ ଚେନ୍ନାଇକୁ ମାତ୍‌ ଦେଇ ପ୍ରଥମ ମ୍ୟାଚ୍‌ ଜିତିଲା ଗୁଜରାଟ ଟାଇଟନ୍ସ । ଚେନ୍ନାଇକୁ ୫ ଓ୍ଵିକେଟରେ ପରାସ୍ତ କରିଛି ଗୁଜରାଟ । ୧୭୯ ଟାର୍ଗେଟକୁ ପିଛା କରୁଥିବା ଗୁଜରାଟ ଦଳ ହାତରେ ୪ଟି ବଲ ଥାଇ ବାଜି ମାରିଥିଲା । ଫଳରେ ଆଇପିଏଲ ଇତିହାସରେ ଚେନ୍ନାଇ ସୁପରକିଙ୍ଗ୍ସ…