କୋଭିଡ୍ର ନୂଆ ଭାରିଏଣ୍ଟକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, ଆବଶ୍ୟକ ହେଲେ ରାଜ୍ୟରେ ଜାରି ହୋଇପାରେ…
ଭୁବନେଶ୍ୱର (କେନ୍ୟୁଜ): ପ୍ରାୟ ତିନି ବର୍ଷ ତଳେ ଚୀନ୍ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ। କେତେକ ସ୍ଥାନରେ…