Browsing Tag

guideline

କୋଭିଡ୍‌ର ନୂଆ ଭାରିଏଣ୍ଟକୁ ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକଙ୍କ ପ୍ରତିକ୍ରିୟା, ଆବଶ୍ୟକ ହେଲେ ରାଜ୍ୟରେ ଜାରି ହୋଇପାରେ…

ଭୁବନେଶ୍ୱର (କେନ୍ୟୁଜ): ପ୍ରାୟ ତିନି ବର୍ଷ ତଳେ ଚୀନ୍‌ର ୟୁହାନ ପ୍ରଦେଶରେ ସୃଷ୍ଟି ହୋଇଥିବା କରୋନା ଭୂତାଣୁ ସାରା ବିଶ୍ବ ପାଇଁ ଯେଭଳି ମୃତ୍ୟୁର ବିଭୀଷିକା ସୃଷ୍ଟି କରିଥିଲା ତାହା ବର୍ତ୍ତମାନ ସୁଦ୍ଧା ଲୋକଙ୍କ ମନରୁ ଲିଭିନଥିବା ବେଳେ ପୁଣିଥରେ ଫେରିଛି କରୋନା ମହାମାରୀ। କେତେକ ସ୍ଥାନରେ…

ଏଣିକି ମହିଳାଙ୍କ ରେଳ ଯାତ୍ରା ହେବ ଆହୁରି ସୁରକ୍ଷିତ, ରେଳବାଇ ଜାରି କଲା ନୂଆ ଗାଇଡଲାଇନ

ଟ୍ରେନରେ ଯାତ୍ରା କରୁଥିବା ମହିଳାମାନଙ୍କ ପାଇଁ ବଡ଼ ଖବର । ଯଦି ଆପଣ ଜଣେ ମହିଳା ଓ ଟ୍ରେନରେ ଯାତ୍ରା କରୁଛନ୍ତି, ତେବେ ରେଳବାଇ ଦ୍ୱାରା ଏକ ନୂଆ ଗାଇଡଲାଇନ ଜାରି କରାଯାଇଛି ଯେଉଁଥିରେ ମହିଳାମାନଙ୍କୁ ବଡ଼ ଫାଇଦା ହେବ । ରେଲୱେ ପକ୍ଷରୁ ବରିଷ୍ଠ ନାଗରିକଙ୍କ ସମେତ ଅନେକ ଶ୍ରେଣୀ ପାଇଁ ରେଳବାଇ…

ପୂଜା ପାଇଁ କମିଶନରେଟ ପୋଲିସ ତରଫରୁ ଗାଇଡ଼ଲାଇନ: ନଜର ପକାନ୍ତୁ କଣ କଣ ମାନିବେ ପୂଜା ପେଣ୍ଡାଲ

ଭୁବନେଶ୍ବର(କେନ୍ୟୁଜ୍): ପୂଜା ମଣ୍ଡପରେ ବାଜି ପାରିବ ମାତ୍ର ୫ଟି ସାଉଣ୍ଡ ବକ୍ସ। ୬୫ ଡେସିବଲ ପର୍ଯ୍ୟନ୍ତ ହୋଇପାରିବ ସଙ୍ଗିତ ଓ ବାଦ୍ୟ ପରିବେଷଣ। ମ୍ୟୁଜିକ ଅପରେଟର ସାଉଣ୍ଡ ଲିମିଟର ଲଗାଇବାକୁ ବାଧ୍ୟତାମୁଳକ। ଗୋଟିଏ ମେଢ ପାଇଁ ଗୋଟିଏ ବ୍ୟାଣ୍ଡ ଓ ଗୋଟିଏ ମ୍ୟୁଜିକ ପାର୍ଟି ଅନୁମତି ମିଳିବ।…

ଆସିଲା ଜାନୁଆରୀ ମାସ ଗାଇଡ଼ଲାଇନ, ପାର୍କ ଓ ବେଳାଭୂମି ଆଦିରେ ପିକନିକ୍‌ ମନା

କେନ୍ୟୁଜ୍(ବ୍ୟୁରୋ):  ଜାନୁଆରୀ ମାସ ଲାଗି ରାଜ୍ୟ ସରକାରଙ୍କ ତରଫରୁ ଆସିଲା କୋଭିଡ୍‌ ଗାଇଡ୍‌ ଲାଇନ୍‌। ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ବଳବତ୍ତର ରହିବ। ସାମାଜିକ ଓ ଧାର୍ମିକ ସମାବେଶ ମନା ରହିଛି। ରାଜନୈତିକ ସମାବେଶରେ ଶହେରୁ ଅଧିକ ଜଣ ରହି ପାରିବେ ନାହିଁ। ମେଳା ଓ ବାଣିଜ୍ୟ ମେଳ…

ପଶ୍ଚିମବଙ୍ଗ ଫେରନ୍ତା ଏହି ବ୍ୟକ୍ତିମାନଙ୍କ ପାଇଁ ୧୪ ଦିନ ବଦଳରେ ୭ଦିନିଆ ହେବ କ୍ୱାରେଣ୍ଟାଇନ ଅବଧି

କେନ୍ୟୁଜ୍(ବ୍ୟୁରୋ):   ପଶ୍ଚିମବଙ୍ଗ ଫେରନ୍ତାଙ୍କ ପାଇଁ ବଦଳିଲା ନିୟମ। ୧୪ ଦିନ ବଦଳରେ ଏଣିକି ୭ଦିନିଆ ହେବ କ୍ୱାରେଣ୍ଟାଇନ । ତେବେ ଏଥିପାଇଁ କୋଭିଡ ଟିକାର ୨ଟି ଡୋଜ ନେଇଥିବାର ପ୍ରମାଣ ପତ୍ର କିମ୍ବା ୪୮ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ ରହିଛି। ଏହା…

କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଜାରି କଲା ମାର୍ଚ୍ଚ ମାସର ଗାଇଡଲାଇନ, ଜାଣନ୍ତୁ କଣ ରହିଛି କଟକଣା

କେନ୍ୟୁଜ୍(ବ୍ୟୁରୋ):  କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମାର୍ଚ୍ଚ ମାସର ଗାଇଡଲାଇନ  ଜାରି କଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ।  ଗାଇଡଲାଇନ୍ ଅନୁଯାୟୀ, ପୂର୍ବଭଳି ଜାରି ରହିବ କଣ୍ଟେନମେଣ୍ଟ ବ୍ୟବସ୍ଥା, ଆଇସୋଲେସନ ଓ ସାବଧାନତା। ନୂଆ ଗାଇଡଲାଇନରେ  ଟିକାକରଣ ତ୍ୱରାନ୍ୱିତ କରିବାକୁ ସବୁ…

ଫେବୃଆରୀ ମାସ ପାଇଁ କେନ୍ଦ୍ର ଗୃହ ବିଭାଗ ଜାରି କଲା ଗାଇଡ଼ଲାଇନ, କିଛି କଟକଣା ରହିଲା ଆଉ କିଛି ହେଲା ମୁକ୍ତ

କେନ୍ୟୁଜ୍(ବ୍ୟୁରୋ): ଫେବୃଆରୀ ମାସ ପାଇଁ କେନ୍ଦ୍ର ଗୃହ ବିଭାଗ ଜାରି କଲା ଗାଇଡ଼ଲାଇନ। ଗୃହ ମନ୍ତ୍ରଣାଳୟ (MHA)ର ନିର୍ଦ୍ଦେଶନାମା ଅନୁଯାୟୀ  ୧ ଫେବୃଆରୀ ୨୦୨୧ ରୁ ଏହି ଗାଇଡ଼ଲାଇନ କାର୍ଯ୍ୟକାରୀ ହେବ ଏବଂ ଫେବୃଆରୀ ୨୮ ପର୍ଯ୍ୟନ୍ତ ଏହା ବଳବତ୍ତର ରହିବ। ଗତ ଚାରିମାସ ମଧ୍ୟରେ କରୋନା…

ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ, ଜାଣନ୍ତୁ କଣ ରହିଛି ନୂଆ ନିୟମ

କେନ୍ୟୁଜ୍(ବ୍ୟୁରୋ):  ଘରୋଇ ଡାକ୍ତରଖାନାର  ଡାକ୍ତରମାନଙ୍କ ପାଇଁ ଗାଇଡଲାଇନ ଜାରି କଲା ସ୍ୱାସ୍ଥ୍ୟ ବିଭାଗ। ସବୁ ନର୍ସିଂହୋମ ଓ କ୍ଲିନିକରେ ସ୍ୱତନ୍ତ୍ର ଫିଭର କ୍ଲିନିକ ରଖିବାକୁ ନିର୍ଦ୍ଦେଶ ଦେଇଛି ସ୍ବାସ୍ଥ୍ୟ ବିଭାଗ। ଗାଇଡ ଲାଇନ ମୁତାବକ ୧-ଘରୋଇ ଡାକ୍ତରଖାନାର ଡାକ୍ତରମାନେ ମାସ୍କ…

ଲକ୍‌ଡାଉନ୍‌ ପରେ ବିମାନ ଉଡିବାକୁ ନେଇ AAIର ଗାଇଡଲାଇନ୍‌, ଏକରୁ ଦେଢ ମିଟର ଦୂରତାରେ ହେବ ସିଟ୍‌ ଆରେଞ୍ଜମେଣ୍ଟ

ନୂଆଦିଲ୍ଲୀ: ଦେଶରେ ଲକ୍‌ଡାଉନ୍‌ ଯୋଗୁଁ ପ୍ରଭାବିତ ହୋଇଛି ଜୀବନ ଯାତ୍ରା । ଠପ୍‌ ହୋଇ ପଡ଼ିଛି ରେଳ ଓ ବିମାନ ସେବା । ତେବେ ଲକ୍‌ଡାଉନ୍‌ ହଟିବା ପରେ ପୁନଃ ବିମାନ ସେବା କାର୍ଯ୍ୟକ୍ଷମ କରିବାକୁ ଗାଇଡ୍‌ଲାଇନ୍‌ ଜାରି କରିଛି ଏୟାରପୋର୍ଟ୍ସ ଅଥରିଟି ଅଫ୍‌ ଇଣ୍ଡିଆ ବା ଏଏଆଇ । ଏଥିପାଇଁ ଏସ୍‌ଓପି…

ସାବଧାନ ! ପିଲାମାନଙ୍କୁ ମୋବାଇଲ ଦେଉଛନ୍ତି କି ତେବେ ଆପଣଙ୍କ ଶିଶୁ ଆକ୍ରାନ୍ତ ହୋଇପରେ ଏହି ରୋଗରେ

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଏକ ରିପୋର୍ଟରେ ଛୋଟ ଛୁଆଙ୍କ ସ୍ୱାସ୍ଥ୍ୟ ସମ୍ବନ୍ଧିତ ଏକ ଗାଇଡ ଲାଇନ ଜାରି କରିଛି । ଏଥିରେ କୁହାଯାଇଛି ଯଦି ପିଲାମାନଙ୍କ ସ୍ୱ।ସ୍ଥ୍ୟର ବିକାଶ ଚାହୁଁଛନ୍ତି ତେବେ ଇଲେକ୍ଟ୍ରୋନିକ୍ସ ଡିଭାଇସର ସ୍କ୍ରିନକୁ ସେମାନଙ୍କ ଠାରୁ ଦୂରେଇ ରଖନ୍ତୁ । WHOର କହିବା…