Browsing Tag

Guinea clash

କାଳ ହେଲା ଫୁଟବଲ ଖେଳ: ରକ୍ତ ହୋଲି ଖେଳିଲେ ଦୁଇ ଦଳର ପ୍ରଶଂସକ, ୧୦୦ ମୃତ

କାଳ ହେଲା ଫୁଟବଲ ଖେଳ । ରକ୍ତ ହୋଲି ଖେଳିଲେ ଦୁଇ ଦଳର ପ୍ରଶଂସକ । ୧୦୦ ମୃତ, ବହୁ ଆହତ । ପଶ୍ଚିମ ଆଫ୍ରିକୀୟ ଦେଶ ଗୁଏନାରେ ଫୁଟବଲ ଖେଳବେଳେ ଭୟଙ୍କର ସଂଘର୍ଷ ହୋଇଛି ।  ନାଜେରେକୋର ଅଞ୍ଚଳରେ ଚାଲିଥିଲା ଫୁଟବଲ ମ୍ୟାଚ୍ । ତେବେ ରେଫରିଙ୍କ ଏକ ବିବାଦୀୟ ନିଷ୍ପତ୍ତି ପରେ ଆରମ୍ଭ ହୋଇଥିଲା ଉଭୟ…